Videos
|
Health-wellness

ମଣିଷର ଶରୀରରେ ଵାର୍ଡ ଫ୍ଲୁ ଲକ୍ଷଣ କଣ ?

Rashmita Mishra
Browse all articles by Rashmita Mishra
·2 years ago·2 min read
ମଣିଷର  ଶରୀରରେ ଵାର୍ଡ ଫ୍ଲୁ ଲକ୍ଷଣ କଣ  ?

ଅର୍ଗସ ବ୍ୟୁରୋ : ଅଣ୍ଡା-ଚିକେନ୍ ଖାଇଵାକୁ ସମସ୍ତେ ଭଲପାଇଥଖାନ୍ତି କିନ୍ତୁ ଯେଉଁ ମାନେ ଅଣ୍ଡା-ଚିକେନ୍ ଖାଇଛନ୍ତି ସେମାନେ ସାବଧାନ ହେବା ଉଚିତ୍ କୁକୁଡା ମାନଙ୍କୁ ଵାର୍ଡ ଫ୍ଲୁ ବ୍ୟାପୁଛି । ତେଵେ ଏହା ହୋଇଛି  ଵୋଲି ତାର ଲକ୍ଷଣଗୁଡିକ ଜାଣିବେ କିପରି ଏବଂ କିପରି ରୋକାଯାଇପାରିବ । ଵର୍ତ୍ତମାନ ଏହି ରୋଗ ଵ୍ୟାପିଵାରେ ଲାଗିଛି ।ଏପରି ପରିସ୍ଥିତିରେ ଯେଉଁମାନେ ଅଣ୍ଡା ଏବଂ ଚିକେନ୍ ଖାଉଛନ୍ତି ସେମାନେ ସାବଧାନ ହେବା ଉଚିତ୍ । 

ଵାର୍ଡ ଫ୍ଲୁ ଭଳି ବିପଦପୂର୍ଣ୍ଣ ରୋଗ ପୁଣି ଥରେ ଫେରିଛି । ବାର୍ଡ ଫ୍ଲୁ ହେଉଛି ଏକ ଜୀବାଣୁ ଯାହା ପକ୍ଷୀମାନଙ୍କଠାରୁ ମଣିଷକୁ ସହଜରେ ବ୍ୟାପିପାରେ। ପକ୍ଷୀ ଫ୍ଲୁ ବ୍ୟାପିବା ପରେ  ଯେଉଁମାନେ ଅଣ୍ଡା ଖାଉଛନ୍ତି ସେମାନେ ସତର୍କ ହେବା ଆବଶ୍ୟକ। ଯଦି ମଣିଷରେ ବାର୍ଡ ଫ୍ଲୁ ହୁଏ ତେବେ ଅବସ୍ଥା ସାଂଘାତିକ ହୋଇପାରେ । 

ମଣିଷରେ ଶରୀରରେ ଵାର୍ଡ ଫ୍ଲୁ ଲକ୍ଷଣ :-
H5N1 ସଂକ୍ରମିତ ହେବା ପରେ ମଣିଷ ଶରୀରରେ ପ୍ରାୟ ୨ ରୁ ୮ ଦିନ ମଧ୍ୟରେ ଲକ୍ଷଣ ଦେଖାଯାଏ । ଅନେକ ସମୟରେ ଲୋକମାନେ ଏହାକୁ ଜାଣଵା ପାଇଁ ଭୁଲ୍ କରନ୍ତି କାରଣ ଏହାର ଲକ୍ଷଣଗୁଡ଼ିକ ସମାନ ଥାଏ । 
କାଶ ଏବଂ ଗଳା ଯନ୍ତ୍ରଣା ,ଜ୍ୱର ,ଥଣ୍ଡା ,ଥକ୍କା ,ହାଡ ଏବଂ ଗଣ୍ଠି ଯନ୍ତ୍ରଣା,ମୁଣ୍ଡ ଏବଂ ଛାତି ଯନ୍ତ୍ରଣା ,ଛାତି ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା

ଯଦି ଅଧିକ ଜ୍ୱର, କାଶ ଏବଂ ଶରୀରରେ ଯନ୍ତ୍ରଣା ହୁଏ ତେବେ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଉଚିତ୍ ନୁହେଁ । ଯଦି ଆପଣ କୌଣସି ଵାହାରକୁ ଯାଇଛନ୍ତି ଯେଉଁଠାରେ ଵାର୍ଡ ଫ୍ଲୁ ବ୍ୟାପିଛି । ତେବେ ତୁମେ ତୁରନ୍ତ ନିଜକୁ ଡାକ୍ତରଙ୍କ ଦ୍ୱାରା ଵାର୍ଡ ଫ୍ଲୁ  ପାଇଁ  କରିବା ଚେକ କରାଇ ନେଵା ଉଚିତ୍ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାର୍ଡ ଫ୍ଲୁ ମଣିଷକୁ କିପରି ବ୍ୟାପିଥାଏ:- 
ଯଦି ଆପଣ ସଂକ୍ରମିତ ପକ୍ଷୀ ଏବଂ ପଶୁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତେବେ ଵାର୍ଡ ଫ୍ଲୁ ହେବାର ଆଶଙ୍କା ରହିପାରେ । ଆପଣ ସଂକ୍ରମିତ କୁକୁଡ଼ା ଫାର୍ମକୁ ଯାଆନ୍ତି କିମ୍ବା ଯତ୍ନ ନିଅନ୍ତି ତେବେ ବିପଦ ହୋଇପାରେ ।ସଂକ୍ରମିତ ପକ୍ଷୀର ମଳ, ନାକ, ପାଟି ଏବଂ ଆଖିରୁ ବାହାରୁଥିବା ତରଳ ପଦାର୍ଥ ଯୋଗୁଁ ସଂକ୍ରମଣ ହୁଏ। ଯଦି ଆପଣ ସଂକ୍ରମିତ ପକ୍ଷୀର ଅଣ୍ଡା କିମ୍ବା ମାଂସ ଖାଇଥିବେ ଏବଂ ଏହା ସଠିକ୍ ଭାବରେ ରନ୍ଧା ନହୁଏ ତେବେ ଏହା ହୋଇପାରେ । 
 

bird-flu-symptoms-in-human-treatment-how-transmitted | Argus News