Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାହିଁକି ହୁଏ T.B ? ଟିକିଏ ଅସାବଧାନ ହେଲେ ଯାଇପାରେ ଜୀବନ !

Health & Wellness

କାହିଁକି ହୁଏ T.B ? ଟିକିଏ ଅସାବଧାନ ହେଲେ ଯାଇପାରେ ଜୀବନ !

Rashmita Mishra
Browse all articles by Rashmita Mishra
·2 years ago·2 min read
କାହିଁକି ହୁଏ T.B ? ଟିକିଏ ଅସାବଧାନ ହେଲେ ଯାଇପାରେ ଜୀବନ !

ଅର୍ଗସ ବ୍ୟୁରୋ: ଆଜି ଵିଶ୍ଵ ଟିଵି ଦିଵସ । ଏହି ରୋଗଟି ଏକ ସଂକ୍ରମଣ ରୋଗ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ ଏହାକୁ କିପରି ଭାଵରେ ରୋକିପାରିଵା ତାହା ପାଇଁ ସଚେତନ ନିହାତି ଆଵଶ୍ୟକ।  ଟିଵି ରୋଗଟି  ଜଣେ ଵ୍ୟକ୍ତି ଠାରୁ ଅନ୍ୟ ଜଣେ ଵ୍ୟକ୍ତିଙ୍କ ପାଖକୁ କିପରି ଭାଵରେ ଵ୍ୟାପିଥାଏ।   

ଏହି ରୋଗରେ ସାଧାରଣତଃ ପ୍ରଥମେ ଆପଣଙ୍କ ଫୁସଫୁସକୁ ଆକ୍ରମଣ କରିଥାଏ । ଖାଲି ଫୁସଫୁସ ନୁହେଁ ଵରଂ ଏହା  ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ବ୍ୟାପିପାରେ ଯେପରିକି  ମସ୍ତିଷ୍କ ଏବଂ ମେରୁଦଣ୍ଡରେ ଵି ମଧ୍ୟ । କହିଵାକୁ ଗଲେ ମାଇକ୍ରୋବ୍ୟାକ୍ଟେରିୟମ୍ ଯକ୍ଷ୍ମା ନାମକ ଏକ ପ୍ରକାର ଜୀବାଣୁ  । ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ଏହି  ଜୀବାଣୁ ଶୀଘ୍ର ଆକ୍ରାନ୍ତ ହୋଇଥାଏ ।   ଏହି ରୋଗ କିପରି ବ୍ୟାପିଥାଏ ଏବଂ ଏହା କେଉଁଠାରୁ ଆରମ୍ଭ ହୁଏ ଆସନ୍ତୁ ଜାଣିଵା । 

ଯକ୍ଷ୍ମା କିପରି ବ୍ୟକ୍ତିଠାରୁ ଅନ୍ୟକୁ ବ୍ୟାପିଥାଏ :-


ମାଇକୋବ୍ୟାକ୍ଟେରିୟମ୍ ଯକ୍ଷ୍ମା ଏକ ସଂକ୍ରାମକ ଜୀବାଣୁ । ଏହା ମୁଖ୍ୟତଃ  ଫୁସଫୁସକୁ ପ୍ରଭାବିତ କରିଵା ସହ  ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ ।  ଯେତେବେଳେ ସଂକ୍ରମିତ ବ୍ୟକ୍ତି କାଶ, ଛିଙ୍କି  କିମ୍ବା କଥାବାର୍ତ୍ତା ଦ୍ଵାରା ଜୀବାଣୁ ଜଣଙ୍କ ଠାରୁ ଅନ୍ୟ ଜଣକୁ ଵ୍ୟାପିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଟିଭି କିପରି ଆରମ୍ଭ ହେବ :-


ଟିଵି ସାଧାରଣତ ପ୍ରଥମେ ଅଧିକ ଚିନ୍ତା କଲେ ଆରମ୍ଭ ହୁଏ । ଯେତେବେଳେ ଜଣେ ବ୍ୟକ୍ତି ଜୀବାଣୁ ସଂସ୍ପର୍ଶରେ ଆସେ ଏବଂ ତାହା ଫୁସଫୁସରେ ପହଞ୍ଚେ । ଯଦି ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ  ଜୀବାଣୁ ଵଢିଵାରେ ଲାଗି  ଯକ୍ଷ୍ମା ରୋଗ ସୃଷ୍ଟି କରନ୍ତି  । ପ୍ରଥମେ କାଶ ରେ ରକ୍ତ ପଡିଵା ,ଛିଙ୍କ ଏବଂ ଛାତି ଯନ୍ତ୍ରଣା, ଥକ୍କା ଲାଗିଵା ଜ୍ୱର ଏବଂ ଓଜନ କମିଵାରେ ଲାଗିଵ ।  


ଯକ୍ଷ୍ମା ରୋଗକୁ ପ୍ରଥମେ ଚିହ୍ନଟ କରିବା ଜରୁରୀ ଅଟେ।  ଏହାର ଲକ୍ଷଣ ଯେତେ ଶୀଘ୍ର ଚିହ୍ନଟ କରି ହେଵ  ରୋଗୀ ସେତେ  ଶୀଘ୍ର ଚିହ୍ନଟ ହେବ ଏବଂ ଚିକିତ୍ସା ଆରମ୍ଭ ହେବ ।ଏହାକୁ ବ୍ୟାପିବାରେ ରୋକିବାରେ ସମର୍ଥ ହେବୁ। ଏହି ଉପାୟରେ ଆମେ ଏହି ରୋଗ ବ୍ୟାପିବାରୁ ରୋକିପାରିଵା ।

Sponsored
World TB Day | Argus News