Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

ଏପ୍ରିଲ ୨୪ : ଏହି ସଵୁ ରାଶିର ଲୋକମାନଙ୍କର ଭାଗ୍ୟ ଚମକିଵ

Rashmita Mishra
Browse all articles by Rashmita Mishra
·2 years ago·2 min read
ଏପ୍ରିଲ ୨୪ : ଏହି ସଵୁ ରାଶିର ଲୋକମାନଙ୍କର ଭାଗ୍ୟ ଚମକିଵ

ଅର୍ଗସ ବ୍ୟୁରୋ: ଏହି ଏପ୍ରିଲ ୨୪ ପରେ ହେଵାକୁ ଯାଉଛି ଶୁକ୍ର ଗୋଚର ।ଏହି ସଵୁ ରାଶିରେ ଲୋକମାନଙ୍କର ଭାଗ୍ୟ ଚମକିଵା ସହ ଵହୁତ ଉନ୍ନତି କରିଵେ ।ଏପ୍ରିଲ ୨୪ ପରେ ମେଷ ରାଶିରେ ଶୁକ୍ର ଚାଲିଵ । କୁହାଯାଏ କି ଶୁକ୍ର ହୋଉଛି ଏମିତି ଏକ ଗ୍ରହ ଯିଏକି  ଧନ ଓ ସମ୍ପତିର ପରିପୂଣ ଵୋଲି କୁହାଯାଏ । ମେଷ ରାଶିରେ ଶୁକ୍ର୧୧.୪୪ ମିନିଟ ପ୍ରଵେଶ କରିଵ । ତାହା ସହ ମେଷ ରାଶିରେ ଶୁକ୍ର ଓ ସୂର୍ଯ୍ୟ ପ୍ରଵେଶ କରିଵ ଯାହା ରାଜଯୋଗ ସୃଷ୍ଟି ହୋଇଥାଏ । 

ଶୁକ୍ରର ପ୍ରଵେଶ ହେଵା ଦ୍ଵାରା କିଛି ରାଶିର ଶୁଭ ହୋଇଥାଏ । ତାହା ସହ ସେମାନଙ୍କର କ୍ୟାରିଅର ଓ ଵେପାରରେ ଵହୁତ ଲାଭ ହୋଇଥାଏ । 
ତେଵେ ଆସନ୍ତୁ ଜାଣିଵା ଏପ୍ରିଲ ୨୪ ପରେ ଶୁକ୍ରର ପ୍ରଵେଶରେ କେଉଁ ରାଶିର ଲୋକମାନେ ଲାଭଵନ ହେଵେ ।

ମେଷ :-
ଶୁକ୍ରର ପ୍ରଵେଶରେ ମେଷର ରାଶିର ଲୋକମାନଙ୍କ ପାଇଁ ଶୁଭ ହୋଇଥାଏ ।ଶୁକ୍ରର ପ୍ରଵେଶରେ କାର୍ଯ୍ୟ କ୍ଷେତ୍ରରେ ଵହୁତ ଲଭ ହୋଇଥାଏ । ଶୁକ୍ର ଆସିଵା ଦ୍ଵାରା ନୂଆ ଵ୍ୟଵସାୟ ଆରମ୍ଭ କରିଵାର ସମ୍ଭାଵନା ରହିଥାଏ। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଲାଭ ପ୍ରାପ୍ତି ହୋଇଥାଏ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମିଥୁନ:-
ମିଥୁନ ରାଶିର ଲୋକ ମାନଙ୍କର ଶୁକ୍ରର ପ୍ରଵେଶରେ କ୍ୟାରିଅରରେ ଉନ୍ନତି ହୋଇଥାଏ । ଆପଣ ସଵୁ କ୍ଷତ୍ରରେ ଆଗକୁ ଵଢିଥାନ୍ତି । ପଇସା ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଥାଏ । 
ସଂହ:-
ଶୁକ୍ରର ପ୍ରଵେଶରେ ସଂହ ରାଶିର ଲୋକମାନଙ୍କ ପାଇଁ ଅନେକ ଲାଭ ଦାୟକ ହୋଇଥାଏ । ଏହି ରାଶିର ଲୋକ ମାନଙ୍କର ପ୍ରେମ ଵ୍ୟପାରରେ ସଫଳତୀ ପାଇପାରିଵେ । ଆଉ ଶରୀର ମଧ୍ୟ ଭଲ ରହିଵ । 

ତୁଳା:-
ତୁଳା ରାଶିର ଲୋକ ମାନଙ୍କର ଶୁକ୍ରର ପ୍ରଵେଶରେ ଵହୁତ ଭଲ ଵୋଲି ମାନା ଯାଏ ।କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଶୁଭ ଖଵର ମିଳିଥାଏ । ଉଚ୍ଚ ପଦ ପଦଵୀ ପାଇପାରନ୍ତି । ଵ୍ୟଵସାୟରେ ଭଲ ଲାଭ ମିଳିଵ ।ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ସମୟ ଵହୁତ ଭଲ ହୋଇଥାଏ । 

ମକର:-
ଶୁକ୍ରର ପ୍ରଵେଶରେ ମକର ରାଶିର ଲୋକମାନଙ୍କ ପାଇଁ ଅନେକ ଲାଭ ଦାୟକ ହୋଇଥାଏ। ଵହୁତ ଭଲ ଦିନ ଆଗକୁ ଆସୁଛି ।ଆଉ ଶରୀର ମଧ୍ୟ ଭଲ ରହିଵ। ଵ୍ୟପାରରେ ସଫଳତୀ ପାଇପାରିଵେ ।ଜୀଵନରେ ସୁଖ ଶାନ୍ତି ଆସିଵ ।  
 

Sponsored
shukra-gochar-24-april-2024-venus-transit-in-mesh-or-aries-luck-of-these-zodiac-signs-will-shine-they-will-get-progress | Argus News