Videos
|
Horoscope

ଅକ୍ଷୟ ତୃତୀୟା ପରଠୁ ଏହି ରାଶିମାନଙ୍କର ଭାଗ୍ୟ ଉଜ୍ଜ୍ୱଳ

Smruti Parija
Browse all articles by Smruti Parija
·1 year ago
ଅକ୍ଷୟ ତୃତୀୟା ପରଠୁ ଏହି ରାଶିମାନଙ୍କର ଭାଗ୍ୟ ଉଜ୍ଜ୍ୱଳ

ଆଜି ହେଉଛି ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା । ହିନ୍ଦୁ ପରମ୍ପରା ଅନୁସାରେ ଏହି ଦିନଟି ଅତ୍ୟନ୍ତ ଶୁଭ । ଚଳିତ ବର୍ଷର ଅକ୍ଷୟ ତୃତୀୟା ଦିନ ଗ୍ରହଙ୍କ ଅଦ୍ଭୁତ ସଂଯୋଗ କାରଣରୁ ଅନେକ ରାଜଯୋଗ ହେବାକୁ ଯାଉଛି । ଅକ୍ଷୟ ତୃତୀୟା ପରଠୁ ଏହି ରାଶିମାନଙ୍କର ଭାଗ୍ୟ ଉଜ୍ଜ୍ୱଳ ହେବ । କ୍ୟାରିଅରରେ ହେଉ...ଜମିବାଡି କିଣାକିଣି କରିବାରେ ହେଉ କିମ୍ବା ଚାକିରିରେ ଉନ୍ନତି କ୍ଷେତ୍ରରେ ହେଉ ଏହି ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ । ସେହିପରି ଆଜିର ଦିନରେ କେଉଁ ରାଶି କ'ଣ କଣିଲେ ଶୁଭ ? ଦେଖନ୍ତୁ ଭିଡିଓ...



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-luck-of-these-zodiac-signs-will-be-bright-after-akshaya-tritiya | Argus News