Videos
|
International

ବ୍ରାଜିଲ ଭୟଙ୍କର ବିମାନ ଦୁର୍ଘଟଣା। ୧୦ ଜଣଙ୍କ ମୃତ୍ୟୃ, ୧୭ରୁ ଅଧିକ ଆହତ।

Rashmita Mishra
Browse all articles by Rashmita Mishra
·1 year ago
ବ୍ରାଜିଲ ଭୟଙ୍କର ବିମାନ ଦୁର୍ଘଟଣା। ୧୦ ଜଣଙ୍କ ମୃତ୍ୟୃ, ୧୭ରୁ ଅଧିକ ଆହତ।

ଅର୍ଗସ ବ୍ୟୁରୋ: ବ୍ରାଜିଲ ଭୟଙ୍କର ବିମାନ ଦୁର୍ଘଟଣା । ୧୦ ଜଣଙ୍କ ମୃତ୍ୟୃ, ୧୭ରୁ ଅଧିକ ଆହତ । ଗ୍ରାମାଡୋରେ ଏକ ଦୋକାନ ଉପରେ ଗଳିପଡିବା ପରେ ଜଳିଗଲା ଛୋଟ ଘରୋଇ ବିମାନ । ବିମାନଟି ଉଡାଣ ଭରିବାର ଗୋଟିଏ ମିନିଟ ମଧ୍ୟରେ ଦୁର୍ଘଟଣାଗସ୍ତ ହୋଇଛି । ବିମାନଟି ପ୍ରଥମେ ଏକ ବିଲ୍ଡିଂରେ ମାଡ ହେବା ପରେ ଏକ ଫର୍ଣ୍ଣଚର ଦୋକନ ଉପରେ ପଡିଥିଲା ।


ଏନେଇ ବ୍ରାଜିଲ କତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଖବରନୁଯାୟୀ ପୁରା ବିମାନଟି ଜଳିଯାଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଘନ କୁହୁଡି ଯୋଗୁ ବିମାନଟି ଦୁର୍ଘଟଣାଗସ୍ତ ହୋଇଥିବା କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Brazil plane crash: 10 dead, 17 injured | Argus News