କାଜାଖସ୍ତାନରେ ବଡ଼ ଧରଣର ବିମାନ ଦୁର୍ଘଟଣା
·1 year ago

ଅର୍ଗସ ବ୍ୟୁରୋ: କାଜାଖସ୍ତାନରେ ବଡ଼ ଧରଣର ବିମାନ ଦୁର୍ଘଟଣା । ପକ୍ଷୀ ସହ ମାଡ଼ ହୋଇ ଯାତ୍ରୀବାହୀ ବିମାନରେ ଲାଗିଲା ନିଆଁ । ବିମାନରେ ୭୦ ଜଣ ଯାତ୍ରୀ ଥିଲେ । କୁହାଯାଉଛି କି ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନେକ ଗୁରୁତର ଆହତ ହୋଇଛନ୍ତି । କାଜାଖସ୍ତାନର ଅକଟାୱ ସହର ନିକଟରେ ପ୍ଲେନ୍ କ୍ରାସ୍ ହୋଇଛି । ବାକୁରୁ ଋଷିଆର ଗ୍ରୋଜନି ସହରକୁ ଯାଉଥିଲା ବିମାନଟି । ବିମାନଟି ଜରୁରୀ ଅବତରଣ କରୁଥିବା ବେଳେ ଏଥିରେ ଲାଗିଥିଲା ନିଆଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: