ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ , ୧୫ ଜଣ ମୃତ
·1 year ago

ଅର୍ଗସ ବ୍ୟୁରୋ : ଆଫଗାନିସ୍ତାନର ବରମଲରେ ପାକିସ୍ତାନର ଏୟରଷ୍ଟ୍ରାଇକ , ୧୫ ଜଣ ମୃତ ହୋଇଥଇବା ସୂଚନା ମିଳିଛି । ଗୋଟିଏ ପରିବାରର ୫ ଜଣଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ପାକିସ୍ତାନୀ ବିମାନରୁ ବୋମା ବର୍ଷଣ କରାଯାଇଥିବା ଦାବି କରାଯାଉଛି ।
ବରମଲର ମୁର୍ଗ ବଜାର ଉପରେ ବିମାନରୁ ବୋମା ବର୍ଷଣ କରାଯାଇଥିଲା । ମୃତକଙ୍କ ମଧ୍ୟରେ ମହିଳା ଶିଶୁ ମଧ୍ୟ ଅଛନ୍ତି । ବରମଲ ଜିଲ୍ଲାର ୭ଟି ଗାଁକୁ ଟାର୍ଗେଟ କରାଯାଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: