Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ରୁଷ ଉପରେ ଲାଗିବ ୧୦୦ ପ୍ରତିଶତ ଟାରିଫ୍ !

Rashmita Mishra
Browse all articles by Rashmita Mishra
·12 months ago·2 min read
ରୁଷ ଉପରେ  ଲାଗିବ ୧୦୦ ପ୍ରତିଶତ ଟାରିଫ୍ !

Key Points

୫୦ ଦିନରେ ଯୁଦ୍ଧ ବନ୍ଦ କର
ନହେଲେ ୧୦୦ ପ୍ରତିଶତ ଟାରିଫ୍ ଗଣ
ଟ୍ରମ୍ଫ ଙ୍କର ପୁଟିନ୍ ଙ୍କୁ ଅଲଟିମେଟମ୍ !
ଦୁଇ ମହାଶକ୍ତି ମଧ୍ୟରେ କୋଲ୍ଡୱାର ସ୍ଥିତି !
ରୁଷ ଉପରେ ଲାଗିବ ବଡ ଟାରିଫ୍ !

ବଦଳିଲା ଟ୍ରମ୍ଫ ପୁଟିନ୍ ସମ୍ପର୍କ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ରାଷ୍ଟ୍ରପତି ଟ୍ରମ୍ଫ କଡ଼ା ଚେତାବନୀ। ଆଗାମୀ ୫୦ ଦିନ ମଧ୍ୟରେ ଯୁକ୍ରେନ ସହ ଯୁଦ୍ଧବିରତି ପାଇଁ ରାଜି ନ ହେଲେ ରୁଷ ଉପରେ ଲାଗିବ ବଡ ଟାରିଫ୍ । ଯଦି ୫୦ ଦିନ ମଧ୍ୟରେ ଚୁକ୍ତି ହୁଏ ନାହିଁ, ତେବେ ରୁଷ୍ଗ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଜିବ ବୋଲି ଘେୋଷଣା କରିଛନ୍ତି ଟ୍ରମ୍ପ । ପୂର୍ବରୁ ପୁଟିନଙ୍କୁ ଟାରିଫରେ ପୋତି ପକାଉଥିବା ଟ୍ରମ୍ଫ ଏବେ ପୁଟିନଙ୍କୁ ମାରିଛନ୍ତି ଟାରିଫ୍ ବାଣ ।

ବାରମ୍ଭାର ଶାନ୍ତି ଆଲୋଚନା ପରେ ବି ପୁଟିନ୍ କିଭ୍ ଉପରେ ଆକ୍ରମଣ କରିବାକୁ ନେଇ ବିରକ୍ତ ଓ ବିବ୍ରତ ହୋଇଛନ୍ତି ପୁଟିନ୍। ପୂର୍ବ ରୁ ପୁଟିନ୍ ଙ୍କୁ ଭଲ ବନ୍ଦୁ ବୋଲି କହୁଥିବା ଟ୍ରମ୍ଫ ତାଙ୍କୁ କ୍ରେଜି କହିବା ସହିତ ତାଙ୍କର ଏପରି ଜୁଦ୍ଧ ନିତୀ ପ୍ରତି ଅସନ୍ତେୋଷ ବ୍ୟକ୍ତ କରିଛନ୍ତି ଟ୍ରମ୍ଫ । ପୁଟିନ୍ ଙ୍କ ମନୋଭାବ ଠିକ୍ ନାହିଁ ସେ ଗୋଟିଏ ପଟେ ଶାନ୍ତି ଚାହୁଁଥିବା କଥା କହୁଛନ୍ତି, କିନ୍ତୁ ରାତିରେ ବୋମା ମାଡ଼ କରୁଛନ୍ତି ଜାହା ଗ୍ରହଣୀଯ ବୋଲି କହି ପୁଟିନଙ୍କୁ କଡା ସମାଲୋଚନା କରିଛନ୍ତି ପୁଟିନ୍। ଯୁଦ୍ଧ ବନ୍ଦ କରିବାରେ ଅକ୍ଷମ ହେବା ପରେ ଟ୍ରମ୍ଫ ପୁନର୍ବାର ବାଇଡେନ୍ ଙ୍କ ନିତୀ ଆପାଣାଇ ନାଟୋଦେଶ ସହ ଯୁକ୍ରେନ୍ କୁ ଜୁଦ୍ଧାସ୍ତ୍ର ପଠାଇବାର ନିଷପତ୍ତି ନେଇଛନ୍ତି ।

ଟ୍ରମ୍ଫଙ୍କ ୨ୟ କାର୍ଯକାଳ ପୂର୍ବରୁ ଯୁକ୍ରେନ ରୁଷ୍ ଜୁଦ୍ଧ ରେ ଶାନ୍ତି ଆଣିପାରିବାକୁ ସକ୍ଷମ ବୋଲି କହିବା ସହିତ ଟ୍ରମ୍ଫ ଙ୍କ ସହିତ ବନ୍ଦୁତ୍ବକୁ ନେଇ ବହୁତ ଆଶାବାଦୀ ଥିଲେ ପୁଟିନ୍। କିନ୍ତୁ ଟ୍ରମ୍ଫ ଙ୍କ ଯୁକ୍ରେନ ରୁଷ ଜୁଦ୍ଧ ବିରତି ରେ ଯୁକ୍ରେନ ରାଷ୍ଟ୍ରପତି ଜେଲେନସ୍କକି ଙ୍କ ମତ କୁ ସାମାନ ଗୁରୁତ୍ବ ଦେବା ପୁଟିନ୍ କୁ ହଜମ ହୋଇନି । କିଭ୍ ରେ ୬୦ ଦିନର ଜୁଦ୍ଧ ବିରତି ନିଷପତ୍ତି କୁ ମାନିବାକୁ ତୋକ୍ ଠେୋକ୍ ମାନା କରିଛନ୍ତି ପୁଟିନ୍। ପୁଟିନ୍ ଏବଂ ଜେଲେନସ୍କକିଙ୍କ ଜିଦ୍ ର ଜୁଦ୍ଧ ରେ ଟ୍ରମ୍ଫଙ୍କ ଶାନ୍ତି ପ୍ରୟାସ ଫେଲ୍ ମାରି ସାରିଛି। ଯୁଦ୍ଧ ବନ୍ଦ କରିବାରେ ଅକ୍ଷମ ହେବା ପରେ ଟ୍ରମ୍ଫ ପୁନର୍ବାର ବାଇଡେନ୍ ଙ୍କ ନିତୀ ଆପାଣାଇ ନାଟୋଦେଶ ସହ ଯୁକ୍ରେନ୍ କୁ ଜୁଦ୍ଧାସ୍ତ୍ର ପଠାଇବାର ନିଷପତ୍ତି ନେଇଛନ୍ତି । ଜାହା ପରେ ଟ୍ରମ୍ଫ ପୁଟିନ୍ ସମ୍ପର୍କରେ ଫାଠ କୁ ସ୍ପଷ୍ଟ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
100-percent-tariff-will-be-imposed-on-russia | Argus News