Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲେବାନନ ଓ ସିରିଆରେ ପେଜର୍‌ ବିସ୍ଫୋରଣ ୧୭ ମୃତ,୨୮ ଶହରୁ ଊର୍ଦ୍ଧ୍ବ ଆହତ

International

ଲେବାନନ ଓ ସିରିଆରେ ପେଜର୍‌ ବିସ୍ଫୋରଣ ୧୭ ମୃତ,୨୮ ଶହରୁ ଊର୍ଦ୍ଧ୍ବ ଆହତ

Sangram Tripathy
Browse all articles by Sangram Tripathy
·1 year ago
ଲେବାନନ ଓ ସିରିଆରେ ପେଜର୍‌ ବିସ୍ଫୋରଣ ୧୭ ମୃତ,୨୮ ଶହରୁ ଊର୍ଦ୍ଧ୍ବ ଆହତ

 ଅର୍ଗସ ବ୍ୟୁରୋ:ଲେବାନନ ଓ ସିରିଆରେ ରହସ୍ୟମୟ ଭାବେ ହଜାର ହଜାର ପେଜର୍‌ ବିସ୍ଫୋରଣ ହୋଇଛି,ଲେବାନନରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସିରିଆରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ୍ ୧୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୮ ଶହରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଇସ୍ରାଏଲ ବିରୋଧରେ ହମାସ୍‌ର ଯୁଦ୍ଧ ସମର୍ଥନ କରୁଥିବ ଉଭୟ ରାଷ୍ଟ୍ରରେ ହେଜବୁଲ୍ଲା ସଂଗଠନର ସଦସମ୍ୟମାନଙ୍କ ପେଜରରେ ଏକାକାଳୀନ ବିସ୍ଫୋରଣ ଫଳରେ ଏହି ଭଳି ଦୁର୍ଘଟଣା ହଟିଛି । ଅନ୍ୟପକ୍ଷରେ ସିରିଆରେ ମଧ୍ୟ ୨ ଶହରୁ ଅଧିକ ଲୋକ ହୋଇଛନ୍ତି ଆହତ । ଗତକାଲି ସିରିୟା ଓ ଲେବାନନରେ ପ୍ରାୟ ୨ ହଜାରରୁ ଅଧିକ ଲୋକଙ୍କ ପେଜର ହଠାଚ୍‌ ବିସ୍ଫୋରଣ ହୋଇଥିଲା । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଅନୁମାନ କରାଯାଉଛି 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
17 dead, more than 28 hundred injured in pager blasts in Lebanon and Syria | Argus News