Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ମିସାଇଲ୍ ମାଡ଼ରେ ୨୧ମୃତ ,୮୩ ଆହତ

Rashmita Mishra
Browse all articles by Rashmita Mishra
·1 year ago·2 min read
ମିସାଇଲ୍ ମାଡ଼ରେ ୨୧ମୃତ ,୮୩ ଆହତ

Key Points

ବନ୍ଦ ହେବକି ରୁଷ୍ ୟୁକ୍ରେନ୍ ଯୁଦ୍ଧ !
ଟ୍ରମ୍ଫ କରିବେ ଅଫିସିଆଲ୍ ଘୋଷଣା
ଟ୍ରମ୍ଫଙ୍କ ପଦକ୍ଷେପକୁ ରୁଷ୍ ର ପ୍ରଶଂସା


ରୁଷ୍ ୟୁକ୍ରେନ୍ ଯୁଦ୍ଧ କୁ ନେଇ ଏବେ ବି କୈାଣସି ସମାଧାନ ପାରି ନଥିବା ବେଳେ ସମସ୍ତଙ୍କ ନଜର ରହିଛି କେବଳ ଟ୍ରମ୍ଫ ଙ୍କ ଉପରେ ନିକଟରେ ମିଆମି ଗସ୍ତ ସମଯରେ ଯୁଦ୍ଧକୁ ନେଇ ଏକ ବଡ ନିଷ୍ପତ୍ତି ନିଅଆଜିବ ବେୋଲି କହିଛନ୍ତି ଟ୍ରମ୍ଫ ଦୁଇ ଦେଶର ମୁଖ୍ୟଙ୍କ ଠାରୁ ଗ୍ରୀନ୍ ସିଗ୍ନାଲ୍ ମିଳିସାରିଛି ବର୍ତମାନ କେବଳ ଏହାକୁ କାରଆଯକାରୀ କରିବାର ସମଯ ଅଆସିଛି ବୋଲି କହିଛନ୍ତି ଟ୍ରମ୍ଫ।
ତେବେ ଯୁଦ୍ଧ ବନ୍ଦ ଏବଂ ଶାନ୍ତି ଘେୋଷଣାକୁ ନେଇ ଟ୍ରମ୍ଫଙ୍କ ପଦକ୍ଷେପ କୁ ରୁଷୀୟ ଏଫ୍ଏମ୍ ସେରଗେଇ ଲାଭରୋଭ ପ୍ରଶଂସା କରିଥିଲେ। ସେଣ୍ଟ ପିଟର୍ସବର୍ଗରେ ପୁଟିନ ଏବଂ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଦୂତ ଷ୍ଟିଭ ୱିଟକଫଙ୍କ ମଧ୍ୟରେ ଶାନ୍ତି ଚୁକ୍ତି ପାଇଁ ସନ୍ଧାନ ବିଷୟରେ ଆଲୋଚନା ପରେ ଲାଭରୋଭଙ୍କ ଏହି ମନ୍ତବ୍ୟ ଦେଇଥିଲେ।

ଗେୋଟିଏ ପଟେ ଶାନ୍ତି ବୁଝାମଣା ପାଇଁ ଅଆମେରିକା ପକ୍ଷରୁ ପ୍ରସ୍ତିୁତି ଚାଲିଥିବା ବେଳେ ଅନଯପଟେ କିନ୍ତୁ ଥମୁନି ରୁଷ ଯୁକ୍ରେନ ଯୁଦ୍ଧ। ୧୨ ତାରିଖରେ ରୁଷ ୟୁକ୍ରେନର ସୁମିରେ ଏକ ଭୟଙ୍କର ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଫଳରେ ସୁମିରେ ବ୍ୟାପକ ଧ୍ୱଂସ ଘଟିଛି। ଏହି ଆକ୍ରମଣରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି। ଶାନ୍ତି ପାଇଁ ଚେଷ୍ଟାଚାଲିଥିବା ବେଳେ,ଏହି ଆକ୍ରମଣକୁ ରୁଷିଆ-ୟୁକ୍ରେନ ଯୁଦ୍ଧର ଏକ ନୂତନ ଅଧ୍ୟାୟ ଭାବରେ ବିବେଚନା କରାଯାଉଛି।

ରୁଷ୍ ୟୁକ୍ରେନ୍ ଯୁଦ୍ଧକୁ ୩ ବର୍ଷ ପୁରିଥିବା ବେଳେ ଅଆମେରିକା ତରଫରୁ ଏହି ଯୁଦ୍ଧକୁ ରବ୍ଦ କରିବା ନେଇ ପ୍ରଯାସ ଆରମ୍ଭ ହୋଇଛି। ଟ୍ରମ୍ପ୍ ଶାସନ କ୍ଷମତାକୁ ଫେରିବା ପରେ ଆମେରିକା-ୟୁକ୍ରେନ ସମ୍ପର୍କରେ ପରିବର୍ତ୍ତନ ଆସିଛି। ନିକଟରେ ସାଉଦି ଆରନର ଜରଦହା ଠାରେ ଦୁଇ ଦେଶର ପ୍ରତିନିଧୀ ମଣ୍ଡଳ ସହିତ ଆମେରିକାର ବୈଦେଶିକ ମନ୍ତ୍ରାଳୟର ଆଲୋଚନା ସଫଳ ହୋଇଥିଲା। ତେବେ ଏହି ଶାନ୍ତି ପ୍ରସ୍ତାବକୁ ନେଇ ରୁଷ ରାଷ୍ଟ୍ରପତି ପୁଟିନ୍ କୈାଣସି ସ୍ଫଷ୍ଟ ନିଷତ୍ତି ନେଇ ନଥିବା ବେଳେ ବରତ୍ମାନ ମଧ ଦୁଇ ଦେଶ ମଧଯରେ ବିବାଦ ଜାରୀ ରହଛି 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
21-killed-83-injured-in-missile-strike | Argus News