Videos
|
International

ଲେବାନନ୍ ରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇସାରୀ ଜାରି

Sangram Tripathy
Browse all articles by Sangram Tripathy
·1 year ago
ଲେବାନନ୍ ରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇସାରୀ ଜାରି

ଅର୍ଗସ ବ୍ୟୁରୋ:ଲେବାନନରେ ଯୁଦ୍ଧର ଭୟଙ୍କର ପରିସ୍ଥିତି ଭିତରେ ଭାରତୀୟ ନାଗରିକଙ୍କୁ ଲେବାନନ୍ ଯାତ୍ରା ନକରିବାକୁ ଭାରତ ସରକାରଙ୍କ ତରଫରୁ ନିର୍ଦେଶ ଦିଆଯାଇଛି । ଯେଉଁ ମାନେ ପୁର୍ବରୁ ଲେବାନନ୍ ରେ ରହିଛନ୍ତି ସେମାନଙ୍କୁ ଲେବାନନର ଇଣ୍ଡିଆନ୍ ଏମକୁ ତୁରନ୍ତ ଯୋଗାଯୋଗ କରିବାକୁ ଏମ୍ବାସି ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହା ସହିତ  ଭାରତୀୟ ନାଗରିକମାନଙ୍କୁ ମଧ୍ୟ ଲେବାନନରେ ସେମାନଙ୍କର ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବାକୁ ପରାମର୍ଶ ଦିଆଯାଇଛି। ଇମେଲ, ଜରୁରୀକାଳୀନ ନମ୍ବର ମାଧ୍ୟମରେ ସେମାନେ ବେରୁଟରେ ଥିବା ଭାରତର ଦୂତାବାସ ସହିତ ଯୋଗାଯୋଗରେ ରହିବା ପାଇଁ ଆଡଭାଇସାରୀ ଜାରୀ କରାଯାଇଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Advisory continues for Indian nationals in Lebanon | Argus News