Videos
|
International

ମିଳିଲା ବୃହତ ସୁନା ଖଣିର ସନ୍ଧାନ

Smruti Parija
Browse all articles by Smruti Parija
·1 year ago
ମିଳିଲା ବୃହତ ସୁନା ଖଣିର ସନ୍ଧାନ

Key Points

ମାଟି ତଳେ ପୋତି ହୋଇଛି ଟନ୍ ଟନ୍ ସୁନା
ମିଳିଲା ବୃହତ ସୁନା ଖଣିର ସନ୍ଧାନ
ଏବେ ଖୋଲିଯିବ ଏହି ଦେଶର ଭବିଷ୍ୟତ

ସୁନାର ଚାହିଦା ସବୁଠି । ବିଶେଷ କରି ଭାରତୀୟମାନେ ସୁନା ପିନ୍ଧିବାକୁ ବହୁତ ଭଲ ପାଆନ୍ତି । ଲାଇଫ୍ ଷ୍ଟାଇଲ୍ ରେ ସୁନା ଲକ୍ସୁରି ଫିଲ୍ ଦେଇଥାଏ । ଭାରତରେ ପ୍ରତିଦିନ ସୁନା ଦର ବଢୁଛି । ହେଲେ ବି ଚାହିଦା କମୁନି । ପାଖରେ ଟଙ୍କା ଥାଉ ନଥାଉ ଦରକାର ପଡିଲେ, ବା ସୌଉକ ପୁରା କରିବାକୁ ହେଲେ ଲୋକେ ସୁନା କିଣୁଛନ୍ତି ।

ଏହାରି ମଧ୍ୟରେ ଏକ ଖବର ସାମନାକୁ ଆସିଛି । ପଶ୍ଚିମ ଆଫ୍ରିକାର କୋଟ୍ ଡି'ଆଇଭୋରରେ ଏକ ବଡ଼ ସୁନା ଭଣ୍ଡାରର ସନ୍ଧାନ ମିଳିଛି । ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ...


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: