Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଚୀନରେ ବଡ଼ ଧରଣର ଭୂମିକମ୍ପ, ଶତାଧିକ ଲୋକଙ୍କ ମୃତ୍ୟୁ

Banajyotshna Ray
Browse all articles by Banajyotshna Ray
·2 years ago
ଚୀନରେ ବଡ଼ ଧରଣର ଭୂମିକମ୍ପ, ଶତାଧିକ ଲୋକଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ଚୀନରେ ବଡ଼ ଧରଣର ଭୂମିକମ୍ପ । ଭୂମିକମ୍ଫରେ ଶତାଧିକ ଲୋକଙ୍କ ମୃତ୍ୟୁ ।  2 ଶହରୁ ଅଧିକ ଲୋକ ଆହତ । ମଧ୍ୟରାତ୍ରିରେ ଥରି ଉଠିଲା ଚୀନର ଚୀନର ଗାଂସୁ ପ୍ରାନ୍ତ ।  ଭୁସୁଡ଼ି ପଡ଼ିଲା ବଡ଼ ବଡ଼ କୋଠା । ରିକ୍ଟର ସ୍କେଲ୍‌ରେ ତୀବ୍ରତା 6.2 ରହିଥିଲା । ବର୍ତ୍ତମାନ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
An earthquake in northwestern China has killed at least 111 people and injured more than 200 others in two provinces, Chinese | Argus News