Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଟ୍ରମ୍ପଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ

Rashmita Mishra
Browse all articles by Rashmita Mishra
·1 year ago
ଟ୍ରମ୍ପଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ

ଅର୍ଗସ ବ୍ୟୁରୋ: ଟ୍ରମ୍ପଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ । ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ୍‌ଙ୍କୁ FBI ନିର୍ଦ୍ଦେଶକ ଭାବେ ନିଯୁକ୍ତ କଲେ ଟ୍ରମ୍ପ । କାଶ୍ ପଟେଲ୍‌ଙ୍କୁ ଭୂୟସୀ ପ୍ରଶଂସା କରି ଆମେରିକାର ଫାଷ୍ଟ ଫାଇଟର କହିଲେ ଟ୍ରମ୍ପ୍ ।

ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ୍ FBI ନିର୍ଦ୍ଦେଶକ । ଟ୍ରମ୍ପଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ । ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ୍‌ଙ୍କୁ FBI ନିର୍ଦ୍ଦେଶକ ଭାବେ ନିଯୁକ୍ତ କଲେ ଟ୍ରମ୍ପ । କାଶ୍ ପଟେଲ୍‌ଙ୍କୁ ଭୂୟସୀ ପ୍ରଶଂସା କରି ଆମେରିକାର ଫାଷ୍ଟ ଫାଇଟର କହିଲେ ଟ୍ରମ୍ପ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Another Indian-origin person gets a place in Trump's cabinet | Argus News