Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କେଜ୍ରିୱାଲଙ୍କର ଜେଲରେ ଦେହ ଖରାପ

International

କେଜ୍ରିୱାଲଙ୍କର ଜେଲରେ ଦେହ ଖରାପ

Rashmita Mishra
Browse all articles by Rashmita Mishra
·2 years ago·1 min read
କେଜ୍ରିୱାଲଙ୍କର ଜେଲରେ ଦେହ ଖରାପ

ନୂଆଦିଲ୍ଲୀ: ତିହାର ଜେଲରେ ଦିନ କାଟୁଥିଵା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ  ଟାଇପ-୨ ମଧୁମେହ ରୋଗରେ ଆକ୍ରାନ୍ତ । ସେ ଜେଲେରେ ଥିଵା ଵେଳେ ତାଙ୍କର ଖାଇଵାକୁ ନେଇ ଅନେକ ଚର୍ଚ୍ଚା ଚଲିଥିଵା ଜଣାପଡିଛି ।  ତିହାର ଜେଲରେ ଥିବାବେଳେ ଇନସୁଲିନକୁ ବାରଣ କରାଯାଇଛି କି ତାକୁ ନେଇ ଆମ ଆଦର୍ମି ପାର୍ଟିର ସଦସ୍ୟ ପ୍ରଶ୍ନ ଉଠାଇଛନ୍ତି । 

ତେଵେ ଇଡି ପକ୍ଷରୁ କୁହାଯାଉଛିକି ଯଦି କେଜ୍ରିୱାଲ ମଧୁମେହ ରୋଗରେ ଆକ୍ରାନ୍ତ ତେଵେ ଆମ୍ବ ଏବଂ ମିଠା ଖାଇଥିଲେ ଏହା ମଧୁମେହ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ।ଯାହା କେଜ୍ରିୱାଲ ଜାଣିଶୁଣି ଏପରି କରୁଛନ୍ତି । 

କିନ୍ତୁ ଆମ୍ ଆଦମୀ ପାର୍ଟିର ସଦସ୍ୟ ମାନେ ତାକୁ ଅସ୍ଵୀକିର କରି କହିଛନ୍ତି କି ଯେ ଜେଲ୍‌କୁ ଗଲା ଦିନରୁ କେଜ୍ରିୱାଲ୍‌ ମାତ୍ର ୩ ଥର ଆମ୍ବ ଓ ୬ ଥର ମିଠା ଖାଇଛନ୍ତି। ଡାକ୍ତରୀ ଜାମିନ କରିବା ପାଇଁ କେଜ୍ରିୱାଲ ସୁଗାରରେ ଅଧିକ ଖାଦ୍ୟ ଖାଇଥିଲେ ବୋଲି ଇଡି ଦାବି କରିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅରବିନ୍ଦ କେଜ୍ରିୱାଲଙ୍କ ଇନସୁଲିନ୍ 
ଆଜିର ଶୁଣାଣିରେ  କେଜ୍ରିୱାଲଙ୍କର ଇନସୁଲିନ ଯୋଗାଣକୁ ନେଇ ଜେଲ ଅଧିକାରୀଙ୍କୁ ନିର୍ଦ୍ଦେଶ ମାଗିଥିଲେ ଓ  ସ୍ୱାସ୍ଥ୍ୟ ଠିକ ଅଛି କି ନାହିଁ ଜାଣିଵା ଆଵଶ୍ୟକ । ଜମିନ ପାଇବା ପାଇଁ ମୁଁ ମୋର ରକ୍ତରେ ଶର୍କରା ସ୍ତର ବୃଦ୍ଧି କରିବାକୁ ଚାହୁଁଛି ବୋଲି ଇଡି ଦାବି କରିଛି। ଜାମିନ ପାଇବା ପାଇଁ ମୁଁ ନିଜକୁ ବିପଦରେ ପକାଉନାହିଁ । ଗିରଫ ପୂର୍ବରୁ ମୋର ଡାକ୍ତରଙ୍କ ଦ୍ଵରା ପ୍ରସ୍ତୁତ ଡାଏଟ୍ ଚାର୍ଟ ଅନୁଯାୟୀ ମୋର ଯାହା ଖାଦ୍ୟ ଅଛି ଶୁଣାଣି ଆରମ୍ଭରେ କେଜ୍ରିୱାଲଙ୍କ  ଓକିଲ ଅଭିଷେକ ମନୁ ସିଂଭି କହିଛନ୍ତି

Sponsored
arvind-kejriwal-mangoes-tihar-jail-sweets-diabetes-mangoes-thrice-sweets-6-times-aap-in-row-over-arvind-kejriwals-diet | Argus News