Videos
|
International

ଅଲିମ୍ପିକ୍ସ ପୂର୍ବରୁ ଫ୍ରାନ୍ସରେ ରେଳ ନେଟୱର୍କ ଉପରେ ଆକ୍ରମଣ

Ritu Das
Browse all articles by Ritu Das
·1 year ago
ଅଲିମ୍ପିକ୍ସ ପୂର୍ବରୁ ଫ୍ରାନ୍ସରେ ରେଳ ନେଟୱର୍କ ଉପରେ ଆକ୍ରମଣ

ଅର୍ଗସ ବ୍ୟୁରା: ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ନେଇ ପୂର୍ବରୁ ଗୁଇନ୍ଦା ବିଭାଗ ସତର୍କ କରାଇଥିଲା । ସମାରୋହ ପୂର୍ବରୁ ବଡ଼ ଅଘଟଣ ଘଟିଯାଇଚି। ଆଜି ଅଲିମ୍ପିକ୍ସର ଶୁଭ ଉଦଘାଟନ ହେବାକୁ ଯାଉଥିବା ବେଳେ ଫ୍ରାନ୍ସରେ ହିଂସା ଦେଖିବାକୁ ମିଳିଛି । ଫ୍ରାନ୍ସର ରେଳ ନେଟୱର୍କ ଉପରେ ଆକ୍ରମଣ ହୋଇଛି । 

ଏହାସହ ଲୋକମାନେ ରେଳ ଲାଇନରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ଫଳରେ ଅନେକ ଟ୍ରେନ୍ ରଦ୍ଦ ହୋଇଛି । ଫଳରେ ୮ଲକ୍ଷରୁ ଅଧିକ ଯାତ୍ରୀ ଷ୍ଟେସନରେ ଫଶି ରହିଛନ୍ତି । ହେଲେ ବାସ୍ତବରେ ଏଭଳି କାହିଁକି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। 

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Attack on rail network | Argus News