Videos
|
International

ଲେବାନନର ରାଜଧାନୀ ବେତୁରରର ୭ଟି ସ୍ଥାନରେ ହମଲା,ଆରମ୍ଭ ହେଲା ଗ୍ରାଉଣ୍ଡ ଅପରେସନ

Sangram Tripathy
Browse all articles by Sangram Tripathy
·2 years ago
ଲେବାନନର ରାଜଧାନୀ ବେତୁରରର ୭ଟି ସ୍ଥାନରେ ହମଲା,ଆରମ୍ଭ ହେଲା ଗ୍ରାଉଣ୍ଡ ଅପରେସନ

ଅର୍ଗସ ବ୍ୟୁରୋ:ଲେବାନନର ରାଜଧାନୀ ବେତୁରରର ୭ଟି ସ୍ଥାନରେ ହମଲା କଲା ଇସ୍ରାଏଲ,ଆରମ୍ଭ ହେଲା ଗ୍ରାଉଣ୍ଡ ଅପରେସନ। ଆକ୍ରମଣରେ ଲେବାନନର ୮ ସେନା ନିହତ ହୋଇଥିବା ସୂଚନା। ଇସ୍ରାଏଲ ବାୟୁସେନା ଦ୍ବାରା ଏୟାରଷ୍ଟ୍ରାଇକ ସହ ହୋଇଛି ବୋମାମାଡ। ୧ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇଛି ଲେବାନନ। ଏଥିସହ ଲେବାନନରେ ଇସ୍ରାଏଲ ସୈନ୍ୟ ପ୍ରବେଶ କରିଥିବା ସୂଚନା ମିଳିଛି

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: