Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଅଷ୍ଟ୍ରେଲିଆର ବିଭିନ୍ନ ସହରରେ ମୋଦିଙ୍କ ସମର୍ଥନରେ ପ୍ରଚାର

Banajyotshna Ray
Browse all articles by Banajyotshna Ray
·2 years ago
ଅଷ୍ଟ୍ରେଲିଆର ବିଭିନ୍ନ ସହରରେ ମୋଦିଙ୍କ ସମର୍ଥନରେ ପ୍ରଚାର

ଅର୍ଗସ ବ୍ୟୁରୋ:  କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ବଢୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ଅଷ୍ଟ୍ରେଲିଆର ବିଭିନ୍ନ ସହରରେ ମୋଦିଙ୍କ ସମର୍ଥନରେ ପ୍ରଚାର କରିଛନ୍ତି । ଅବ କି ବାର ୪୦୦ ପାର, ମେଁ ହୁ ମୋଦି ପରିବାର ନାରା ଦେଇଛନ୍ତି ଅଷ୍ଟ୍ରେଲିଆରେ ଥିବା ପ୍ରବାସୀ ଭାରତୀୟ । ଏଥିରେ ବିଭିନ୍ନ ବର୍ଗର ଲୋକମାନେ ସାମିଲ ହୋଇଥିଲେ । ସିଡନିର ହାରବର ବ୍ରିଜ ନିକଟରେ ପ୍ରବାସୀ ଭାରତୀୟମାନେ ଏକାଠି ହୋଇ ମୋଦିଙ୍କ ସପକ୍ଷରେ କ୍ୟାମ୍ପେନ କରିଛନ୍ତି ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Australia launches campaign to drum up support ahead of LS polls | Argus News