Videos
|
International

ବେଲୁଚିସ୍ତାନ ଲିବରେସନ ଆର୍ମି କବ୍‌ଜାରେ ସୁରାବ ସହର

Swoyang prajna Mishra
Browse all articles by Swoyang prajna Mishra
·1 year ago
ବେଲୁଚିସ୍ତାନ ଲିବରେସନ ଆର୍ମି କବ୍‌ଜାରେ ସୁରାବ ସହର

Key Points

ପାକିସ୍ତାନର ସୁରାବ ସହରକୁ କବ୍‌ଜା କଲା ବେଲୁଚିସ୍ତାନ ଲିବରେସନ ଆର୍ମି
ନିଜ ଅକ୍ତିଆରକୁ ନେଇଛି ବ୍ୟାଙ୍କ, ପେଟ୍ରୋଲ ପମ୍ପ, ଓ ସରକାରୀ କାର୍ଯ୍ୟାଳୟ
`ଲିବରେସନ୍ ଆର୍ମି ସୁରାବକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିଛନ୍ତି'

ବେଲୁଚିସ୍ତାନ ଲିବରେସନ ଆର୍ମି କବ୍ଜାରେ ସୁରାବ ସହର । ପାକିସ୍ତାନ ଠାରୁ ସୁରାବ ସହରକୁ କବ୍ଜା କଲା ବେଲୁଚିସ୍ତାନ ଲିବରେସନ ଆର୍ମି । ବ୍ୟାଙ୍କ, ପେଟ୍ରୋଲ ପମ୍ପ, ସରକାରୀ କାର୍ଯ୍ୟାଳୟକୁ ନିଜ ଅକ୍ତିଆରକୁ ନେଇଛି । ବେଲୁଚିସ୍ତାନ ଲିବରେସନ୍ ଆର୍ମି ଏହା ଦାବି କରିଛି । ବେଲୁଚିସ୍ତାନର ସ୍ୱାଧୀନତା ପାଇଁ ଲଢ଼ୁଥିବା ବାଲୁଚ୍ ଲିବରେସନ୍ ଆର୍ମିର ମୁଖପାତ୍ର ଜିଆଣ୍ଡ ବାଲୋଚ୍ କହିଛନ୍ତି, ପାକିସ୍ତାନର ଏକ ସହରକୁ କବ୍ଜା କରିଛନ୍ତି ।


ଲିବରେସନ୍ ଆର୍ମି ସୁରାବକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିଛନ୍ତି । ବ୍ୟାଙ୍କ, ରେଳ ଷ୍ଟେସନ୍ ଏବଂ ପୋଲିସ ଷ୍ଟେସନ୍ ସମେତ ପ୍ରମୁଖ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ କବଜା କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: