Man Has 21 Wives / 'ମୋର ୨୧ ଜଣ ସ୍ତ୍ରୀ ଅଛନ୍ତି, ମୁଁ ଆଠ ଜଣଙ୍କ ନାମ ମନେ ରଖିଛି... ମୁଁ ଭିନ୍ନ ଭିନ୍ନ ସ୍ତ୍ରୀଙ୍କ ସହିତ ଭିକ୍ଷା ମାଗେ!'
·1 hour ago·2 min read

Key Points
ମୋର ୨୧ ଜଣ ସ୍ତ୍ରୀ ଅଛନ୍ତି
ଆଠ ଜଣଙ୍କ ନାଁ ମନେ ଅଛି
ବାଂଲାଦେଶୀ ଭିକାରୀର କାହାଣୀ
ଆଠ ଜଣଙ୍କ ନାଁ ମନେ ଅଛି
ବାଂଲାଦେଶୀ ଭିକାରୀର କାହାଣୀ
ତାଙ୍କର ଅଛନ୍ତି ୨୧ ଜଣ ସ୍ତ୍ରୀ! ହେଲେ ସେମାନଙ୍କ ମଧ୍ୟରୁ ମାତ୍ର ଆଠ ଜଣଙ୍କ ନାଁ ମନେ ରହିଛି। ଇଏ କୌଣସି ଧନୀ ବ୍ୟକ୍ତି ନୁହଁନ୍ତି। ଇଏ ହେଉଛନ୍ତି ଜଣେ ଭିକାରୀ। ଯିଏ ନିଜେ ଭିକ୍ଷା ମାଗି ଚଳୁଛନ୍ତି। ଏହି ଭିକାରୀର କାହାଣୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଛି, ତାଙ୍କର ୨୧ ଜଣ ସ୍ତ୍ରୀ ଅଛନ୍ତି। କିନ୍ତୁ ଯେତେବେଳେ ତାଙ୍କୁ ସମସ୍ତଙ୍କ ନାଁ ପଚରାଗଲା, ସେ କେବଳ ୮ ଜଣଙ୍କ ନାଁ କହିପାରିଥିଲେ। ଏହି ଘଟଣାକୁ ନେଇ ଇଣ୍ଟରନେଟ୍ରେ ଅନେକ ଚର୍ଚ୍ଚା ହେଉଛି। ଏହି ବ୍ୟକ୍ତିଙ୍କ ନାଁ ମୋରୁ ମିଆଁ। ତାଙ୍କ ବୟସ ୩୫ ବର୍ଷ ବୋଲି କୁହାଯାଉଛି। ତାଙ୍କର ବିବାହକୁ ନେଇ ଏହି ଅଜବ କାହାଣୀ ସାମ୍ନାକୁ ଆସିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ନିଜେ ପ୍ରସ୍ତାବ ଦେଇନାହାନ୍ତି, ମହିଳାମାନେ ପ୍ରସ୍ତାବ ନେଇଥିଲେ
ମୋରୁ ମିଆଁଙ୍କ କହିବା ଅନୁସାରେ, ସେ ନିଜେ କାହାକୁ ବିବାହ ପାଇଁ ପ୍ରସ୍ତାବ ଦେଇନଥିଲେ। ବରଂ ମହିଳାମାନେ ନିଜେ ତାଙ୍କ ପାଖକୁ ଆସି ବିବାହ ପ୍ରସ୍ତାବ ଦେଉଥିଲେ। ଏତେ ମହିଳା ତାଙ୍କୁ କାହିଁକି ପସନ୍ଦ କରୁଥିଲେ, ସେ ନିଜେ ମଧ୍ୟ ଏହାର କାରଣ ଜାଣିନଥିବା କହିଛନ୍ତି। ତାଙ୍କ କହିବା ଅନୁସାରେ, କେତେକ ମହିଳା ତାଙ୍କଠାରୁ ବୟସରେ ବଡ଼ ଥିଲେ। କାହାକୁ ମନା କଲେ ସେମାନେ ଅପମାନିତ ହେବେ କିମ୍ବା ସମାଜରେ କଥା ଉଠିବ ବୋଲି ଭାବି ସେ ବିବାହ ପ୍ରସ୍ତାବକୁ ମନା କରିନଥିବା ଦାବି କରିଛନ୍ତି।
ପଢନ୍ତୁ ଏହି ଖବର: ଏପରି ଏକ ଦେଶ ଅଛି ଯେଉଁଠାରେ କଳା କାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆସନ୍ତୁ ଜାଣିବା ଏହା କେଉଁ ଦେଶ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭିକ୍ଷା ମାଗି ଚଳାଉଛନ୍ତି ପରିବାର
୨୧ ଜଣ ସ୍ତ୍ରୀ ଥିବା କୁହାଯାଉଥିବା ମୋରୁ ମିଆଁଙ୍କ ଜୀବନଶୈଳୀ କିନ୍ତୁ ଅତି ସାଧାରଣ। ରିପୋର୍ଟ ଅନୁସାରେ, ସେ ଏକ ଛୋଟ ଘରେ ରହୁଛନ୍ତି ଏବଂ ଭିକ୍ଷା ମାଗି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। କୁହାଯାଉଛି, ସେ ପ୍ରତିଦିନ ନିଜ ସ୍ତ୍ରୀମାନଙ୍କ ମଧ୍ୟରୁ ଜଣଙ୍କୁ ସାଙ୍ଗରେ ନେଇ ଭିକ୍ଷା ମାଗିବାକୁ ଯାଆନ୍ତି। ଏହିପରି ଭାବେ ସେମାନେ ନିଜର ଦୈନନ୍ଦିନ ଖର୍ଚ୍ଚ ଚଳାଇଥାନ୍ତି ବୋଲି ରିପୋର୍ଟରେ ଦାବି କରାଯାଇଛି। ୨୧ ଜଣଙ୍କ ମଧ୍ୟରୁ ମନେ ଅଛି ମାତ୍ର ୮ ଜଣଙ୍କ ନାଁ! ଏହି କାହାଣୀର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ତାଙ୍କ ସ୍ତ୍ରୀମାନଙ୍କ ନାଁ। ଯେତେବେଳେ ମୋରୁଙ୍କୁ ୨୧ ଜଣ ସ୍ତ୍ରୀଙ୍କ ନାଁ ପଚରାଗଲା, ସେ ସମସ୍ତଙ୍କ ନାଁ କହିପାରିନଥିଲେ। ସେ କେବଳ ଶୀଲା, ନର୍ଗିସ୍, ସେଲେନା, ଆଲିଆ, ତାରା, ଜ୍ୟୋତ୍ସ୍ନା, ରାବିଆ ଏବଂ ପାରୁଲଙ୍କ ନାଁ ମନେ ପକାଇପାରିଥିବା କୁହାଯାଇଛି। ଅର୍ଥାତ୍, ୨୧ ଜଣଙ୍କ ମଧ୍ୟରୁ ମାତ୍ର ୮ ଜଣଙ୍କ ନାଁ ତାଙ୍କ ମନେ ଥିବା ଦାବି କରାଯାଇଛି।

Related Topics
Explore more stories