Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

କମଳା ହାରିସ୍‌ : ଆମେରିକା ଉପ-ରାଷ୍ଟ୍ରପତି ପ୍ରାର୍ଥୀ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago
କମଳା ହାରିସ୍‌ : ଆମେରିକା ଉପ-ରାଷ୍ଟ୍ରପତି ପ୍ରାର୍ଥୀ !

ଅର୍ଗସ ବ୍ୟୁରୋ: କମଳା ହାରିସ୍‌ ହେଲେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ । ଆନୁଷ୍ଠାନିକ ଭାବେ କମଳା ହାରିସ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷିତ । ଟୁଇଟ୍‌ କରି ସୂଚନା ଦେଲେ ନିଜେ କମଳା । ସେ କଠିନ ପରିଶ୍ରମ କରିବେ ଓ ସମସ୍ତ ଭୋଟ ହାସଲ କରିବେ ବୋଲି ନିଜେ ଟ୍ଵିଟ୍‌ କରିଛନ୍ତି କମଳା । ଏବେ ଆମେରିକାର ଉପରାଷ୍ଟ୍ରପତି ଅଛନ୍ତି କମଳା ହାରିସ୍ । ନଭେମ୍ବରରେ ହେବ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ।

ଗତକାଲି ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସ୍‌ଙ୍କୁ ସମର୍ଥନ କରିଥିଲେ ଓବାମା ଏବଂ ତାଙ୍କ ପତ୍ନୀ । ଫୋନ୍ କରି ହାରିସ୍‌ଙ୍କୁ  ଦୁହେଁ ଉତ୍ସାହିତ କରିଥିଲେ, ଯାହାର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kamala Harris | Argus News