Videos
|
International

ହ୍ୱାଇଟ ହାଉସରେ ଦୀପାବଳୀ ପାଳନ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ

Banajyotshna Ray
Browse all articles by Banajyotshna Ray
·1 year ago
ହ୍ୱାଇଟ ହାଉସରେ ଦୀପାବଳୀ ପାଳନ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ

ଅର୍ଗସ ବ୍ୟୁରୋ:  ଆମେରିକା ନିର୍ବାଚନ ଆସନ୍ତା ୫ ନଭେମ୍ବରରେ ହେବାକୁ ଥିବା ବେଳେ, ଏହା ପୂର୍ବରୁ ହ୍ବାଇଟ ହାଉସରେ ପ୍ରବାସୀ ଭାରତୀୟଙ୍କ ସହ ମିଶି ଦୀପ ଜଳାଇ ଦୀପାବଳୀ ପାଳନ କରିଛନ୍ତି ରାଷ୍ଟ୍ରପତି ବାଇଡେନ। ଏହି ହାଉସ୍ ମୋର ନୁହେଁ ଏବେ ଆପଣ ମାନଙ୍କର ବୋଲି କହିଥିଲେ ବାଇଡେନ୍। ଏହା ସହିତ ଆସନ୍ତା ନିର୍ବାଚନ ଆମେରିକାର ଲୋକଙ୍କ ଭବିଷ୍ୟତ ନିର୍ଦ୍ଦାରଣ କରିବାରେ ବହୁତ ଗୁରୁତ୍ବପୂର୍ଣ ବୋଲି କହିଛନ୍ତି। କମଲା ହାରିସ ଆମେରିକା ପାଇଁ ଜଣେ ଉତ୍କୃଷ୍ଟ ରାଷ୍ଟ୍ରପତି ସାବ୍ୟସ୍ତ ହେବେ ବୋଲି କହିଛନ୍ତି ବାଇଡେନ। ଅନୁଷ୍ଠିତ ଦିପାବଳୀ ସେଲିବ୍ରେସନରେ ୬୦୦ ଆମେରିକୀୟ ଭାରତୀୟଙ୍କ ଗହଣରେ ଦିପାବଳୀ ପାଳନ କରିଥିଲେ ରାଷ୍ଟ୍ରପତି ବାଇଡେନ। ତାଙ୍କ ସରକାରରେ ଭାରତୀୟ ଆମେରିକୀୟଙ୍କ ଭୂମିକା ସବୁବେଳେ ଗୁରୁତ୍ବପୂର୍ଣ ରହି ଆସିଛି ବୋଲି କହିଥିଲେ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Biden to celebrate Diwali at White House, will feature message from Sunita Williams | Argus News