Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ୟୁଏସଏରେ ବିଗ ଫାଇରଟ,ପଛରେ ହାରିସ,ଆଗରେ ଟ୍ରମ୍ପ  

Sangram Tripathy
Browse all articles by Sangram Tripathy
·1 year ago
ୟୁଏସଏରେ ବିଗ ଫାଇରଟ,ପଛରେ ହାରିସ,ଆଗରେ ଟ୍ରମ୍ପ  

ଅର୍ଗସ ବ୍ୟୁରୋ:ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ କିଏ ହେବ ରାଷ୍ଟ୍ରପତି ତାଉପରେ ସାରା ବିଶ୍ବର ନଜର ରହିଛି। ଗୋଟିଏ ପଟେ ଡେମୋକ୍ରାଟିକ ପାର୍ଟିର କମଳା ହାରିସ ଥିବା ବେଳେ ଅନ୍ୟପଟେ ଅଛନ୍ତି ରିପ୍ଲବିକାନର ଡୋନାଲ୍ଡ ଟ୍ରମ୍ପ ରହିଛନ୍ତି। କମଳା  ଏବଂ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ଟ୍ରମ୍ପ ଆଗରେ ରହିଥିବାବେଳେ ପଛରେ ରହିଛନ୍ତି  କମଳା। ହାରିସଙ୍କୁ ୭୧ ଇଲେକ୍ଟୋରାଲ କଲେଜ ମିଳିଥିବାବେଳେ ଟ୍ରମ୍ପଙ୍କୁ ୧୦୧ ଇଲେକ୍ଟୋରାଲମିଳିଛି।ରାଷ୍ଟ୍ରପତି ନିର୍ବାଚନର ଭାଗ୍ୟ ନିର୍ଦ୍ଧାରଣ କରୁଥିବା ୭ଟି ସ୍ବିଙ୍ଗ୍‌ ଷ୍ଟେଟ୍‌ ଉପରେ ସମସ୍ତଙ୍କ ନଜର ରହିଛି। ଏଇଠାରେ ମତଦାନ କରିବ ଆମେରିକାର ଭାଗ୍ୟ ନିର୍ଦ୍ଧାରଣ। ୟୁଏସ ନ୍ୟାସନାଲ ଇଲେକସନ କମାଣ୍ଡ ପୋଷ୍ଟର ଘୋଷଣାକୁ ଅପେକ୍ଷା ରହିଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big Fire in the USA, Harris behind, Trump in front | Argus News