ନାମ୍ବିଆ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା
·1 year ago

Key Points
ନାମ୍ବିଆ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା
ନାମ୍ବିଆର ରାଷ୍ଟ୍ରୀୟ ସ୍ମାରକୀ ପରିଦର୍ଶନ କରିବେ ମୋଦି
ନାମ୍ବିଆ ପାର୍ଲାମେଣ୍ଟରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ
ନାମ୍ବିଆରେ ଥିବା ପ୍ରବାସୀ ଭାରତୀୟଙ୍କୁ ଭେଟିବେ ମୋଦି
ନାମ୍ବିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାମ୍ବିଆର ରାଷ୍ଟ୍ରପତିଙ୍କ ସହ ମୋଦି ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା କରିବେ । ଏଥିସହ ନାମ୍ବିଆ ରାଷ୍ଟ୍ରୀୟ ସ୍ମାରକୀ ପରିଦର୍ଶନ କରିବେ ମୋଦି । ନାମ୍ବିଆର ପ୍ରତିଷ୍ଠାତା ତଥା ଥମ ରାଷ୍ଟ୍ରପତି ସ୍ୱର୍ଗତ ଡକ୍ଟର ସାମ ନୁଜୋମାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ପ୍ରଧାନମନ୍ତ୍ରୀ ନାମ୍ବିଆ ପାର୍ଲାମେଣ୍ଟକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି । ଏଥିସହ ନାମ୍ବିଆରେ ଥିବା ପ୍ରବାସୀ ଭାରତୀୟଙ୍କୁ ଭେଟିବେ । ବ୍ରାଜିଲଗସ୍ତ ପରେ ପ୍ରଧାନମନ୍ତ୍ରୀ ନାମ୍ବିଆ ଗସ୍ତରେ ଅଛନ୍ତି । ତା ପୂର୍ବରୁ ପ୍ରଧାନମନ୍ତ୍ରୀ ତ୍ରିନିଦାଦ ଟୋବାଗୋ, ଘାନା ଓ ଆର୍ଜେଣ୍ଟିନା ଗସ୍ତ କରିଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: