Videos
|
International

କାଲିଫର୍ଣ୍ଣିଆରେ ବୋଟ୍ ଦୁର୍ଘଟଣା ,୯ ଜଣଙ୍କ ମିଳୁନି ପତ୍ତା

Swoyang prajna Mishra
Browse all articles by Swoyang prajna Mishra
·1 year ago
କାଲିଫର୍ଣ୍ଣିଆରେ ବୋଟ୍ ଦୁର୍ଘଟଣା ,୯ ଜଣଙ୍କ ମିଳୁନି ପତ୍ତା

କାଲିଫର୍ଣ୍ଣିଆରେ ବୋଟ୍ ଦୁର୍ଘଟଣା । ଦୁର୍ଘଟଣାରେ ତିନି ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୯ ଜଣଙ୍କ ମିଳୁନି ପତ୍ତା । ଘଟଣାରେ ୪ ଜଣ ହୋଇଛନ୍ତି ଆହତ । ଏକ ଭାରତୀୟ ପରିବାରର ୪ ଜଣ ବୋଟରେ ଥିଲେ । ବାପା,ମା ଆହତ ଥିଲାବେଳେ ଦୁଇ ଶିଶୁଙ୍କ ମିଳୁନି ପତ୍ତା । ଆହତଙ୍କ ଚିକିତ୍ସା ସ୍କ୍ରିପ୍ସ ମେମୋରିଆଲ ହସପିଟାଲରେ ଚାଲିଛି । କାଲିଫର୍ଣ୍ଣିଆର ଟୋରେ ପାଇନ୍ସ ଷ୍ଟେଟ ବେଳାଭୂମିରେ ଘଟିଛି ଅଘଟଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Boat accident in California, 9 people missing | Argus News