Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତା, ଟ୍ରଫି ଜିତିଲେ କୋକୋ ଗଫ୍

Banajyotshna Ray
Browse all articles by Banajyotshna Ray
·1 year ago
ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତା, ଟ୍ରଫି ଜିତିଲେ କୋକୋ ଗଫ୍

Key Points

ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତା

ଟ୍ରଫି ଜିତି ନେଇଛନ୍ତି ଆମେରିକାର କୋକୋ ଗଫ୍

ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ମହିଳା ଏକକ ଟ୍ରଫି ଜିତି ନେଇଛନ୍ତି ଆମେରିକାର କୋକୋ ଗଫ୍। ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ ଶୀର୍ଷ ସିଡ୍ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ୭-୬, ୬-୨, ୬-୪ରେ ପରାସ୍ତ କରି ଆମେରିକାର କୋକୋ ଗଫ୍ ହେଲେ ଫ୍ରେଞ୍ଚ ଓପନର ନୂଆ ଚାମ୍ପିଅନ୍। 2025 ମହିଳା ସିଙ୍ଗଲ୍ସ ଟାଇଟଲ୍ ଜିତିଲେ ବିଶ୍ବର ଏହି ନଂ 2 ଟେନିସ୍ ଖେଳାଳି। ୨୦୨୩ ମସିହାରେ ଘରୋଇ ପରିବେଶରେ ୟୁଏସ୍ ଓପନ୍ ଜିତିଥିବା ୨୧ବର୍ଷୀୟା ଗଫ୍‌ଙ୍କ କ୍ୟାରିୟରର ଏହା ହେଉଛି ଦ୍ବିତୀୟ ଗ୍ରାଣ୍ଡସ୍ଲାମ୍ ବିଜୟ। ଅନ୍ୟପକ୍ଷରେ ନିଜ ପ୍ରଥମ ଫ୍ରେଞ୍ଚ୍ ଓପନ୍ ବିଜୟ ଲକ୍ଷ୍ୟରେ ଥିବା ସାବାଲେଙ୍କା ଲଢ଼ୁଆ ଖେଳିବା ସତ୍ତ୍ବେ ଉପବିଜେତାରେ ସନ୍ତୁଷ୍ଟ ରହିଛନ୍ତି। ଫଳରେ କ୍ୟାରିୟର୍‌ର ଚତୁର୍ଥ ଗ୍ରାଣ୍ଡସ୍ଲାମ୍ ବିଜୟରୁ ବଞ୍ଚିତ ହୋଇଛନ୍ତି।     

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
coco-gauff-defeats-top-ranked-aryna-sabalenka-in-3-sets-to-win-her-first-french-open-title | Argus News