PM Modi Kidnap / ନିଆଁ ଲଗାଇଲା କଂଗ୍ରେସ, କହିଲା ମୋଦିଙ୍କୁ ଅପହରଣ କରିବେ ଟ୍ରମ୍ପ...
·8 months ago·2 min read

Key Points
କଂଗ୍ରେସ ନେତାଙ୍କ ବୟାନ ଲଗାଇଲା ନିଆଁ
ମୋଦିଙ୍କୁ ଅପହରଣ କରିବେ କି ଟ୍ରମ୍ପ ବୋଲି ପ୍ରଶ୍ନ

ପୁଣି ଆସିଲା ବଡ଼ ଖବର। ନିଆଁ ଲଗାଇଲେ କଂଗ୍ରେସ ନେତା। କହୁ କହୁ ଏମିତି କିଛି କହିଛନ୍ତି ଯେଉଁ ଖବର ବର୍ତ୍ତମାନ ଚର୍ଚ୍ଚାରେ ରହିଥିବାବେଳେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏଥରକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଳି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାର୍ଗେଟରେ ଏଥରକ ମୋଦି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏକବର କେତେଦୂର ସି କି ମିଛ ତାହା ଜଣାପଡ଼ିନାହିଁ। କିନ୍ତୁ ଏହାକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ତାଙ୍କର ବିବାଦୀୟ ବୟାନ ପାଇଁ ପୁଣିଥରେ ଖବରର ଶିରୋନାମା ପାଲଟିଛନ୍ତି। ଭେନେଜୁଏଲାରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଗିରଫଦାରୀକୁ ଉଲ୍ଲେଖ କରି କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି ଯେ, ଭାରତରେ ମଧ୍ୟ ଏପରି କିଛି ଘଟିପାରେ କି ଏବଂ ଆମେରିକା ଭାରତର ପ୍ରଧାନମନ୍ତ୍ରୀଙ୍କୁ ଅପହରଣ କରିପାରିବ କି?
ତାଙ୍କ ବୟାନକୁ ବ୍ୟାପକ ସମାଲୋଚନା କରାଯାଇଛି। ବିଜେପି ବିରୋଧୀଙ୍କ ଉପରେ କଠୋର ଆକ୍ରମଣ କରିଛି। ଏହାସହ ସିଧା ସିଧା ବିଜେପି କହିଛି ମୋଦି କିଏ ତାହା ଭଲ ଭାବରେ ଜାଣିଛନ୍ତି ଟ୍ରମ୍ପ। ତେଣୁ ସେପରି କିଛି ନିଷ୍ପତ୍ତି ନେବା ପୂର୍ବରୁ ଟ୍ରମ୍ପଙ୍କୁ ୧୦୦ ଥର ଭାବିବାକୁ ପଡ଼ିବ।ଆମେରିକା ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ୫୦ ପ୍ରତିଶତ ଶୁଳ୍କ ଉପରେ କଥା ହୋଇ କଂଗ୍ରେସ ନେତା ପୃଥ୍ୱୀରାଜ ଚଭନ ମଙ୍ଗଳବାର ଦିନ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପୂର୍ବରୁ ବନ୍ଦ ହୋଇସାରିଛି। ଏବେ ପ୍ରଶ୍ନ ହେଉଛି ଯେ ଭେନେଜୁଏଲାରେ ଯାହା ଘଟିଥିଲା ତାହା ଭାରତରେ ଘଟିବ କି… ଟ୍ରମ୍ପ କ’ଣ ଆମ ପ୍ରଧାନମନ୍ତ୍ରୀଙ୍କୁ ଅପହରଣ କରିବେ?
ଏଥିସହ ପଢ଼ନ୍ତୁ: ବାଇଗଣୀ ରଙ୍ଗର ପିନ୍ଧିଲେ କାହିଁକି ଯାଏ ଜୀବନ, କଣ ରହିଛି ଏହା ପଛର କାରଣ ?
ଏହା ଜାତିସଂଘର ଉଲ୍ଲଂଘନ। ତା’ପରେ ଟ୍ରମ୍ପ ପଡ଼ୋଶୀ ଦେଶ କଲମ୍ବିଆର ରାଷ୍ଟ୍ରପତିଙ୍କୁ ଧମକ ଦେଇଥିଲେ। ଏହା ସହିତ, ସେ ଗ୍ରୀନଲ୍ୟାଣ୍ଡ ଦଖଲ କରିବା କଥା କହୁଛନ୍ତି। ସେ ପାନାମା କେନାଲ ଉପରେ ନିୟନ୍ତ୍ରଣ ଚାହାଁନ୍ତି। ଯଦି ଏକ ସହମତି ନହୁଏ, ତେବେ ଜାତିସଂଘର ବ୍ୟବସ୍ଥା ଶେଷ ହୋଇପାରେ। ତେଣୁ, ଯଦି ସମସ୍ତ ଦେଶ ସତର୍କ ନହୁଅନ୍ତି, ତେବେ କାହା ସହିତ କିଛି ବି ହୋଇପାରେ। ଟ୍ରମ୍ପ ଯେପରି ମୋଦିଜୀଙ୍କୁ ଧମକ ଦେଉଛନ୍ତି, ଆମେ ମଧ୍ୟ ସତର୍କ ରହିବା ଉଚିତ। ଏବେ କେବଳ ଏତିକି ପ୍ରଶ୍ନ ବାକି ଅଛି। ତାଙ୍କ ବକ୍ତବ୍ୟକୁ କଡ଼ା ସମାଲୋଚନା କରାଯାଉଛି। ବିଜେପି ଏହାକୁ ଭାରତ ବିରୋଧୀ ଏବଂ ଅବାନ୍ତର ବୋଲି କହିଛି। ବ୍ୟାପକ ସମାଲୋଚନାର ସମ୍ମୁଖୀନ ହେବା ପରେ, କଂଗ୍ରେସ ନେତା ତାଙ୍କ ବକ୍ତବ୍ୟ ସ୍ପଷ୍ଟ କରିଛନ୍ତି। ଏହାସହ କହିଛନ୍ତି ସେପରି କିଛି ହେବା କଥା ମୁଁ କହୁନାହିଁ, କିନ୍ତୁ ଆମକୁ ସତର୍କ ରହିବା ଆବଶ୍ୟକ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭେନେଜୁଏଲା ସଙ୍କଟକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ମୁହାଁମୁହିଁ ଦୁଇ ମହାଶକ୍ତି ଆମେରିକା ଏବଂ ଇରାନ। ଆମେରିକାର ସାମରିକ ଦାଦାଗିରି ବିରୋଧରେ ଇରାନ ଏବେ ନ୍ୟୁକ୍ଲିୟର ଧମକ ଦେଇ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି । ଭେନେଜୁଏଲାରୁ ନିକୋଲାସ୍ ମାଦୁରୋଙ୍କୁ ଆମେରିକା ସେନା ଦ୍ୱାରା ବଳପୂର୍ବକ ଉଠାଇ ନେବା ଘଟଣା ଏବେ ଜାତିସଂଘ ସୁରକ୍ଷା ପରିଷଦରେ ଏକ ବଡ଼ ବିବାଦର ରୂପ ନେଇଛି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର: