Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆମେରିକାର 47ତମ ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ୍

International

ଆମେରିକାର 47ତମ ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ୍

Rashmita Mishra
Browse all articles by Rashmita Mishra
·1 year ago
ଆମେରିକାର 47ତମ ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ୍

ଅର୍ଗସ ବ୍ୟୁରୋ: ଆମେରିକାରେ ପୁଣି ଥରେ ଟ୍ରମ୍ପ୍ ସରକାର । ଡୋନାଲ୍ଡ ଟ୍ରମ୍ପ୍ ପୁଣି ଆମେରିକାର ରାଷ୍ଟ୍ରପତି ହେବେ । କମଳା ହାରିସଙ୍କୁ ହରାଇଲେ ଡୋନାଲ୍ଡ ଟ୍ରମ୍ପ୍ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ବିଜୟ । ଆମେରିକୀୟ ଗଣମାଧ୍ୟମରେ ଟ୍ରମ୍ପଙ୍କ ବିଜୟ ନେଇ ଖବର । ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ବଡ଼ ଖବର କିଛି ସମୟ ମଧ୍ୟରେ ସମ୍ବୋଧନ କରିବେ ଡୋନାଲ୍ଡ ଟ୍ରମ୍ପ୍ । ଆମେରିକୀୟ ଗଣମାଧ୍ୟମ ଅନୁସାରେ ଟ୍ରମ୍ପଙ୍କୁ 277 ଇଲେକ୍ଟୋରାଲ୍ ଭୋଟ୍ । ଆମେରିକାର 47ତମ ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ୍ ।ଦ୍ଵିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ୍ । ହ୍ଵାଇଟ୍ ହାଉସକୁ ଟ୍ରମ୍ପଙ୍କ ଜୋରଦାର ପ୍ରତ୍ୟାବର୍ତ୍ତନ । ଟ୍ରମ୍ପଙ୍କୁ ବିଜୟର ଅଭିନନ୍ଦନ ଜଣାଇଲେ ଅଷ୍ଟ୍ରିଲୀୟ ପ୍ରଧାନମନ୍ତ୍ରୀ

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Donald Trump will be the 47th President of the United States | Argus News