Ali Khamenei / ମିଳିଲା ପ୍ରମାଣ: ବଞ୍ଚିଛନ୍ତି ଖାମେନେଇ, ମିଛ କହିଥିଲେ ଟ୍ରମ୍ପ...
·6 months ago·2 min read

Key Points
ମିଳିଲା ପ୍ରମାଣ ଖାମେନଇ ବଞ୍ଚିଛନ୍ତି ମରିନାହାଁନ୍ତି
ଖାମେନେଇ ମରିଛନ୍ତି ବୋଲି ମିଛ କହିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍
ଇରାନରେ ହିଁ ସୁରକ୍ଷିତ ଅଛନ୍ତି ଇରାନର ସର୍ବୋଚ ନେତା ଖାମେନେଇ

ମିଛ ମିଛ ମିଛ। ଗୁଜବ ପ୍ରଚାରରେ ପୁରା ମାହିର। ଡାହା ମିଛ କହୁଛନ୍ତି ଆମେରିକାରର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ ଆଖିରେ ଆଖି ମିଶେଇ ପୁରା ବିଶ୍ବକୁ ମିଛ କହିଛନ୍ତି। ଖାମେନେଇଙ୍କୁ ହତ୍ୟା କରାଯାଇଛି ଯେଉଁ ଦାବି କରୁଥିଲା ଆମେରିକା ତାହା ଏବେ ମିଛ ପ୍ରମାଣିତ ହୋଇଛି। ମରି ନାହାଁନ୍ତି ଇରାନ୍ର ସର୍ବୋଚ ନେତା ଖାମେନେଇ। ପୂର୍ବ ଭଳି ସୁସ୍ଥ ଆଉ ସୁରକ୍ଷିତ ରହିଛନ୍ତି।
ଶନିବାର ଦିନ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଦେଶର ଅର୍ଥମନ୍ତ୍ରୀ ନିଶ୍ଚିତ କରିଥିଲେ । ଆମେରିକା ଏବଂ ଇସ୍ରାଏଲ ଖାମେନେଇଙ୍କ କମ୍ପାଣ୍ଡ ଉପରେ ଆକ୍ରମଣ କରିବା ପରେ, ଇସ୍ରାଏଲର ଗଣମାଧ୍ୟମ ସୂତ୍ରଗୁଡ଼ିକୁ ଆଧାରକରି ସୁପ୍ରିମୋଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି କୁହାଯାଉଛି । ତଥାପି, ଏହି ରିପୋର୍ଟକୁ ଖାରଜ କରାଯାଇଥିଲା।
ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ଯେ 'ମୁଁ ଯେତେଦୂର ଜାଣିଛି', ଅଲି ଖାମେନେଇ ଏବେ ବି ଜୀବିତ ଅଛନ୍ତି। ଆରାଘଚି ନିଶ୍ଚିତ କରିଛନ୍ତି ଯେ, ଦୁଇ ଜଣ କମାଣ୍ଡରଙ୍କ ମୃତ୍ୟୁ ଘଟିଛି, କିନ୍ତୁ ଶାସନର ବରିଷ୍ଠ ଅଧିକାରୀମାନେ ପ୍ରଥମ ଆକ୍ରମଣରୁ ବଞ୍ଚି ଯାଇଛନ୍ତି। ଯେଉଁଥିରେ ନ୍ୟାୟପାଳିକାର ମୁଖ୍ୟ ଏବଂ ସଂସଦର ବାଚସ୍ପତି ମଧ୍ୟ ସାମିଲ ଅଛନ୍ତି। "ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ବଞ୍ଚିଛନ୍ତି," ବୋଲି ସେ କହିଥିଲେ। "ତେଣୁ ସମସ୍ତେ ଏବେ ନିଜ ନିଜ ସ୍ଥିତିରେ ଅଛନ୍ତି, ଏବଂ ଆମେ ଏହି ପରିସ୍ଥିତିକୁ ପରିଚାଳନା କରୁଛୁ, ଏବଂ ସବୁକିଛି ଠିକ୍ ଅଛି।" କିନ୍ତୁ ପ୍ରକୃତରେ ସତ କଣ ତାହା ଏଯାଏଁ ସାମ୍ନାକୁ ଆସିନାହିଁ। ଗୋଟେ ପଟେ ଆମେରିକା କହୁଛି ଆମେ ଖାମେନେଇଙ୍କୁ ହତ୍ୟା କରିଛୁ ଅନ୍ୟପଟେ ଆରାଘଚି କହୁଛନ୍ତି ଯେ, ସେ ବଞ୍ଚିଛନ୍ତି।
ଆରାଘଚି କହିଛନ୍ତି ଯେ, ସେ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ସହିତ ଯୋଗାଯୋଗରେ ଅଛନ୍ତି ଏବଂ "ସେମାନଙ୍କୁ ବୁଝାଇ ଦେଇଛନ୍ତି ଯେ ଆମର ସେମାନଙ୍କ ଉପରେ ଆକ୍ରମଣ କରିବାର କୌଣସି ଉଦ୍ଦେଶ୍ୟ ନାହିଁ, କିନ୍ତୁ ଆମେ ପ୍ରକୃତରେ ଆତ୍ମରକ୍ଷା ପାଇଁ ଆମେରିକୀୟ ଘାଟି ଉପରେ ଆକ୍ରମଣ କରୁଛୁ"।ସେ ଆହୁରି କହିଛନ୍ତି ଯେ ଯଦିଓ ଏବେ ୱାଶିଂଟନ ସହିତ କୌଣସି ଯୋଗାଯୋଗ ନାହିଁ, "ଯଦି ଆମେରିକୀୟମାନେ ଆମ ସହିତ କଥା ହେବାକୁ ଚାହାଁନ୍ତି, ତେବେ ସେମାନେ ଜାଣନ୍ତି ଯେ ସେମାନେ ମୋ ସହିତ କିପରି ଯୋଗାଯୋଗ କରିପାରିବେ। ଆମେ ନିଶ୍ଚିତ ଭାବରେ ଉତ୍ତେଜନା ହ୍ରାସ କରିବାକୁ ଆଗ୍ରହୀ"।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସବୁଠାରୁ ବଡ଼ କଥା ହେଉଛି କି ଆମେରିକା ସବୁ ବେଳେ ପ୍ରମାଣ ଦେଇ କଥା କହିଥାଏ। ଯେମିତି କି ଲାଡେନ ମରିବା ପରେ ଆମେରିକା ପ୍ରମାଣ ଦେଇଥିଲା। ଯଦି ଦେଖିବା ଇରାନ୍ ଉପରେ ଆକ୍ରମଣ କରିଛି ବୋଲି ଆମେରିକା ପାଖରେ ପ୍ରମାଣ ରହିଛି। କିନ୍ତୁ ଏପର୍ଯ୍ୟନ୍ତ କିନ୍ତୁ ଖାମେନେଇଙ୍କର ମୃତ ଦେହ ମିଳିପାରି ନାହିଁ। ଆଉ ଯେପର୍ଯ୍ୟନ୍ତ ଖାମେନେଇଙ୍କର ମୃତ ଦେହ ମିଳି ନି ସେପର୍ଯ୍ୟନ୍ତ ଖାମେନେଇଙ୍କର ମୃତ୍ୟୁ ପ୍ରମାଣିତ ହୋଇ ପାରିବ ନାହିଁ। ସେପଟେ ଯଦି ଦେଖିବା ଏହି ଆକ୍ରମଣରେ ଆମେରିକାର ଅନେକ ଏୟାର ବେସ୍ କ୍ଷତିଗ୍ରସ୍ତ ହୋଇଛି। କୁଏତ୍ରେ ଆମେରିକାର ଯୁଦ୍ଧବିମାନ ଧ୍ୱଂସ ହୋଇଛି ଏବଂ ୩ ଜଣ ଆମେରିକା ସୈନିକଙ୍କର ମଧ୍ୟ ମୃତ୍ୟୁ ହୋଇଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories