ଫ୍ୟାଶନ୍ ଇନଫ୍ଲୁଏନ୍ସର ସୁରଭି ଜୌନଙ୍କ ମୃତ୍ୟୁ
·2 years ago·1 min read

ନୂଆଦିଲ୍ଲୀ: ଫ୍ୟାଶନ୍ ଇନଫ୍ଲୁଏନ୍ସର ସୁରଭି ଜୌନ କର୍କଟ ରୋଗରେ ଚିକିତ୍ସିତ ହେଉଥିଲେ ।କିନ୍ତୁ ୩୦ଵର୍ଷ ଵୟଷରେ ମୃତ୍ୟୁ ବରଣ କରଛନ୍ତି ।ଲୋକପ୍ରିୟ ଫ୍ୟାଶନ୍ ଇନଫ୍ଲୁଏନ୍ସର ସୁରଭି ଜୌନ କ୍ୟାନସର ସହିତ ଯୁଦ୍ଧ ପରେ ମୃତ୍ୟୁ ବରଣ କରିଥିଲେ ତାଙ୍କର ମୃତ୍ୟୁ ପରେ ପରିବାର ଲୋକ ସୋସିଆଲ ମିଡିଆରେ ସେୟାର କରିଥିଲେ ।
ଇନଷ୍ଟାଗ୍ରାମରେ ତାଙ୍କର ବହୁତ ପ୍ରଶଂସକ ଥିଲେ।ସୁରଭି ଜୌନ ଓଭାରି କ୍ୟାନସର ପାଇଁ ଚିକିତ୍ସିତ ହେଉଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ଶେଷ ପୋଷ୍ଟ ଥିଲା କିଛି ସପ୍ତାହ ପୂର୍ବରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଵା ଵେଳେ ତାଙ୍କର ଏକ ଫୋଟ ସେୟାର କରିଥିଲେ।
ମୁଁ ମୋର ସ୍ୱାସ୍ଥ୍ୟ ବିଷୟରେ କାହାକୁ ଅପଡେଟ୍ କରିନାହିଁ ସେ ଲେଖିଛନ୍ତି ଯେ ମୁଁ ଏଵେ ଡାକ୍ତରଖାନାରେ ଅଛି। ସୁରଭି ଜୌନ ଦ୍ୱିତୀୟ ଥର କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ୨୭ ବର୍ଷ ବୟସରେ ତାଙ୍କର ପ୍ରଥମେ ଆକ୍ରାନ୍ତ ହୋଇଥିଲେ। ପରେ ସେ ଏକ ବଡ଼ ଅସ୍ତ୍ରୋପଚାର କରିଥିଲେ।
ଆହୁରି ପଢନ୍ତୁ ବିଦେଶ ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: