America / ଆମେରିକାରେ ଭୟଙ୍କର ପରିସ୍ଥିତି, ଚିନ୍ତାରେ ଟ୍ରମ୍ପ
·10 months ago·2 min read

Key Points
ଆମେରିକାରେ ଭୟଙ୍କର ଖାଦ୍ୟ ସଙ୍କଟ
ଇତିହାସରେ ସବୁଠୁ ବଡ ସର୍ଟ ଡାଉନ
ଯବାନଙ୍କୁ ମିଳୁନି ଦରମା, ଚିନ୍ତାରେ ଟ୍ରମ୍ପ
ଇତିହାସରେ ସବୁଠୁ ବଡ ସର୍ଟ ଡାଉନ
ଯବାନଙ୍କୁ ମିଳୁନି ଦରମା, ଚିନ୍ତାରେ ଟ୍ରମ୍ପ
ଆମେରିକାରେ ପାସ୍ ହୋଇପାରୁନି ଫଣ୍ଡିଂ ବିଲ୍ । ଯେଉଁ କାରଣରୁ ଦୀର୍ଘ ୧ ମାସ ହେବ ସର୍ଟ ଡାଉନ ହୋଇ ରହିଛି ଆମେରିକା । ଆଉ ସର୍ଟ ଡାଉନ ଯୋଗୁ ଦେଖାଦେଇଛି ଭୟାନକ ସମସ୍ୟା । ଯାହାକୁ ନେଇ ଚିନ୍ତାରେ ଟ୍ରମ୍ପ ।
ଆମେରିକାରେ ଦୁଇଟି ଦଳ ମଧ୍ୟରେ ସବୁବେଳେ ବିବାଦ ଲାଗି ରହିଥାଏ । ଆମେରିକା ଡେମୋକ୍ରାଟିକ ପାର୍ଟ ଏବଂ ରିପବ୍ଲିକାନ ପାର୍ଟି ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଦେଖାଯାଇଛି । ଯେଉଁ କାରଣରୁ ଉଭୟ ଦଳ ଅଲଗା ଅଲଗା ବିଲ୍ରେ ସହମତି ହୋଇପାରୁ ନାହାନ୍ତି । ଆଉ ଏଥିପାଇଁ ବିଲ୍ରେ ଆବଶ୍ୟକ ଭୋଟିଂ ହୋଇପାରୁନାହିଁ । ବିଲ୍ ପାସ୍ ନହେବାକୁ ଯୋଗୁଁ ଆମେରିକା ସରକାର ତାଙ୍କର ଆବଶ୍ୟକୀୟ ଜିନିଷ ଉପରେ ଖର୍ଚ୍ଚ କରିପାରୁ ନାହାନ୍ତି ।
ଅଧିକ ପଢନ୍ତୁ : ଜେଡି ଭାନ୍ସଙ୍କ ଟିପ୍ପଣୀକୁ ନେଇ ବିବାଦ, କହିଲେ 'ମୋର ଇଚ୍ଛା ମୋ ସ୍ତ୍ରୀ ଖ୍ରୀଷ୍ଟିଆନ ହେଇଯାଉ'...
ବିଶେଷ ଭାବେ ଆମେରିକାର Supplemental Nutrition Assistance Program ସଂସ୍ଥା ଉପରେ ବଡ ପ୍ରଭାବ ପକାଇଛି । ଏହି ସଂସ୍ଥା ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଇଥାଏ । ଯେଉଁମାନେ ଖାଇବାକୁ ପାଇନଥାନ୍ତି, ତାଙ୍କୁ ଖାଦ୍ୟ କିଣିବାକୁ ଟଙ୍କା ଦେଇଥାଏ । ଯାହାଦ୍ଵାରା ଆମେରିକାର ୪୨ ମିଲିଅନ ଲୋକଙ୍କୁ ଫାଇଦା ହୋଇଥାଏ । ହେଲେ ଫଣ୍ଡିଂ ବିଲ୍ ପାସ୍ ନହେବା ଯୋଗୁଁ ଏହି ସଂସ୍ଥା ପାଖରେ ପର୍ଯ୍ୟାପ୍ତ ଟଙ୍କା ନାହିଁ । ଯାହାଦ୍ଵାରା ସେହି ଗରିବ ଲୋକମାନେ ଫୁଡ ବ୍ୟାଙ୍କ ଉପରେ ନିର୍ଭର କରିଥାନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆମେରିକାର ଫୁଡ୍ ବ୍ୟାଙ୍କରେ ଆମେରିକାର ଅନେକ ଲୋକମାନେ ମାଗଣା ଖାଦ୍ୟ ଯୋଗାଇଥାନ୍ତି । ଯାହାଦ୍ଵାରା ସେମାନେ ଅନ୍ୟ ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଇପାରିବେ । ହେଲେ ପ୍ରତିଦିନ ଏହି ଗରିବ ଲୋକମାନେ ସମ୍ପୁର୍ଣ୍ଣ ଫୁଡବ୍ୟାଙ୍କ ଉପରେ ନିର୍ଭର କରୁଥିବାରୁ ଧିରେଧିରେ ଫୁଡବ୍ୟାଙ୍କର ଟଙ୍କା ଖାଦ୍ୟ ମଧ୍ୟ ସରି ଆସୁଛି ।
ସେହିପରି ଆମେରିକାର ମିଲିଟାରୀ ଯବାନ ମାନଙ୍କୁ ସେମାନଙ୍କ ଦରମା ଦିଆଯାଇପାରୁ ନାହିଁ । ସେମାନେ ଦେଶକୁ ରକ୍ଷା କରୁଥିବା ବେଳେ ସେମାନେ ସେମାନଙ୍କ ପ୍ରାପ୍ୟ ପାଇ ପାରୁନାହାନ୍ତି । ସେମାନଙ୍କୁ ମଧ୍ୟ ଟ୍ରମ୍ପ ସରକାର ଡୋନେସନ ଟଙ୍କାରୁ ଦରମା ଦେଉଛନ୍ତି ।
ଅକ୍ଟୋବର ୧ରୁ ଆରମ୍ଭ ହୋଇଥିବା ଏହି ସର୍ଟ ଡାଉନ ଅକ୍ଟୋବର ୩୧ରେ ପହଞ୍ଚିଛି । ହେଲେ ଉଭୟ ପାର୍ଟି ପକ୍ଷରୁ ଫଣ୍ଡିଂ ବିଲ୍ ପାସ କରିବା ପାଇଁ ଭୋଟିଂ କରାଯାଇପାରୁ ନାହିଁ । ଯାହାଦ୍ଵାରା ଆମେରିକାର ମେଡିକାଲ, ଖାଦ୍ୟ ଏବଂ ବିଭିନ୍ନ ବିଭାଗ ଉପରେ ପ୍ରଭାବ ପଡିଛି । ଆମେରିକାର ଅର୍ଥନୀତି ଏକଦମ ନିମ୍ନ ସ୍ତର ଆଡକୁ ଗତି କରୁଛି । ଯାହାକୁ ନେଇ ଆମେରିକାର ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ମାନେ ସେମାନଙ୍କ ନିଜ ଫଣ୍ଡରୁ ଟଙ୍କା ଦେଉଛନ୍ତି ।
ତେବେ ଆମେରିକାରେ ଦୀର୍ଘ ୩୧ ଦିନ ହେବ ସର୍ଟଡାଉନ ଆମେରିକା ଇତିହାସରେ ପ୍ରଥମ ହୋଇଛି । ଏହା ପୂର୍ବରୁ ୨୦୧୮ ଡିସେମ୍ବର ୨୨ରେ ଦୀର୍ଘ ୩୩ ଦିନ ଧରି ସର୍ଟଡାଉନ ହୋଇଥିଲା ।

Related Topics
Explore more stories