Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଇସ୍ରାଏଲ ଡିଫେନସ ଫୋର୍ସର ବେସ କ୍ୟାମ୍ପ ଉପରେ ହିଜବୁଲ୍ଲାର ଆକ୍ରମଣ

Banajyotshna Ray
Browse all articles by Banajyotshna Ray
·1 year ago
ଇସ୍ରାଏଲ ଡିଫେନସ ଫୋର୍ସର ବେସ କ୍ୟାମ୍ପ ଉପରେ ହିଜବୁଲ୍ଲାର ଆକ୍ରମଣ

ଅର୍ଗସ ବ୍ୟୁରୋ:  ଇସ୍ରାଏଲ ଉପରେ ହିଜବୁଲ୍ଲାର ଆକ୍ରମଣ । ଇସ୍ରାଏଲ ଡିଫେନସ ଫୋର୍ସର ବେସ କ୍ୟାମ୍ପକୁ ଟାର୍ଗେଟ୍ କରି ହିଜବୁଲ୍ଲା ପକ୍ଷରୁ ୟୁଏଭି ଦ୍ବାରା ଆକ୍ରମଣ ହୋଇଛି । ଏଥିରେ ଇସ୍ରାଏଲ ଡିଫେନ୍ସ ଫୋର୍ସର ୪ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଉପରେ ରକେଡ ମାଡ ହୋଇଥିବା ମଧ୍ୟ ସୂଚନା ମିଳିଛି । ସେପଟେ ଲେବାନନ ଉପରେ ଇସ୍ରାଏଲ ପକ୍ଷରୁ ଜାରି ରହିଛି ଆକ୍ରମଣ । ଗାଜାରେ ଇସ୍ରାଏଲ ସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ୧୫ଜଣଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲ ସେନା ଓ ହିଜବୁଲ୍ଲା ପକ୍ଷରୁ ଆକ୍ରମଣ ପ୍ରତି ଆକ୍ରମଣ ଲାଗି ରହିଥିବା ବେଳେ ଶାନ୍ତି ପାଇଁ ଅପିଲ କରିଛି ଜାତିସଂଘ ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored