Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲେବାନନ,ସିରିଆରେ ଫାଟିଲା ଶତାଧିକ ପେଜର,୭ମୃତ,୨୭୫୦ ଆହତ

International

ଲେବାନନ,ସିରିଆରେ ଫାଟିଲା ଶତାଧିକ ପେଜର,୭ମୃତ,୨୭୫୦ ଆହତ

Sangram Tripathy
Browse all articles by Sangram Tripathy
·1 year ago
ଲେବାନନ,ସିରିଆରେ ଫାଟିଲା ଶତାଧିକ ପେଜର,୭ମୃତ,୨୭୫୦ ଆହତ

ଅର୍ଗସ ବ୍ୟୁରୋ:ଲେବାନନ ଓ ସିରିଆରେ ହଜାର ହଜାର ପେଜର୍‌ ବ୍ଳାଷ୍ଟ ଫଳରେ ୭ଜଣଙ୍କ ମୃତ୍ୟୁ ହୋଇଛି,୨୭୫୦ ଆହତ ହୋଇଛନ୍ତି, ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି ।ହେଜବୁଲ୍ଲା ସଂଗଠନର ସଦସମ୍ୟମାନଙ୍କ ଯୋଗାଯୋଗ ପାଇଁ ବ୍ୟବହାର କରୁଥିବା ଶତାଧିକ ପେଜର ଏକାଥରେ ବିସ୍ଫୋରଣ ହୋଇଛି। ହେଜବୁଲ୍ଲାର ନିଜସ୍ୱ ଟେଲିକମ୍ୟୁନିକେସନ ବ୍ୟବସ୍ଥା ହେଉଛି ପେଜର। ସଂଗଠନ ପକ୍ଷରୁ ସଦସ୍ୟମାନଙ୍କୁ ମୋବାଇଲ ଫୋନ ବଦଳରେ ପେଜର ଦ୍ୱାରା କଥାବାର୍ତ୍ତା ହେବାକୁ କୁହାଯାଏ। 
ଏବେ ପେଜରଗୁଡ଼ିକୁ ଟାର୍ଗେଟ କରାଯାଇଛି। ଲେବାନନରେ ଘଟିଛି ଭୟଙ୍କର ଘଟଣା। ଆମେରିକା ଓ ୟୁରୋପୀୟ ଦେଶ ଦ୍ୱାରା ଆତଙ୍କବାଦୀ ସଂଗଠନର ମାନ୍ୟତା ପାଇଥିବା ହେଜବୁଲ୍ଲାର ସଦସ୍ୟଙ୍କୁ ଟାର୍ଗେଟ କରି ହୋଇଛି ଆକ୍ରମଣ। ଫଳରେ ଲେବାନନରେ ଖେଳି ଯାଇଛି ଆତଙ୍କ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Hundreds of pagers exploded in Lebanon, Syria, 7 dead, 2750 injured | Argus News