Videos
|
International

ଇମ୍ରାନ ଖାନଙ୍କ ଅଭିଯୋଗ : ଖାଦ୍ୟରେ ଟଏଲେଟ କ୍ଲିନର୍

Rashmita Mishra
Browse all articles by Rashmita Mishra
·2 years ago·1 min read
ଇମ୍ରାନ ଖାନଙ୍କ ଅଭିଯୋଗ : ଖାଦ୍ୟରେ ଟଏଲେଟ କ୍ଲିନର୍

ଇମ୍ରାନ ଖାନ ଦାବି କରିଛନ୍ତି ଯେ ତାଙ୍କ ପତ୍ନୀଙ୍କୁ ଟଏଲେଟ କ୍ଲିନର୍ ମିଶାଇ ଖାଇଵାକୁ ଦିଆଯାଉଛି ଵୋଲି ଅଭିଯୋଗ କରିଛନ୍ତି । 

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ଟଏଲେଟ କ୍ଲିନର୍ ସହିତ ମିଶ୍ରିତ ଖାଦ୍ୟ ଦିଆଯାଇଥିଲା । ରାୱଲପିଣ୍ଡିର ଆଡିଆଲା ଜେଲରେ ୧୯୦ ନିୟୁତ ପାଉଣ୍ଡ ଦୁର୍ନୀତି ମାମଲାର ଶୁଣାଣି ବେଳେ ଇମ୍ରାନ ଖାନ ଏହି ଅଭିଯୋଗ ଆଣିଛନ୍ତି । 

ଇମ୍ରାନ ଖାନ କହିଛନ୍ତି ଯେ ବୁଶ୍ରା ବିବିଙ୍କ ଖାଦ୍ୟରେ ଟଏଲେଟ କ୍ଲିନର୍ ମିଶ୍ରିତ ହୋଇଛି ଵୋଲି ତାଙ୍କର ଦେହ ଆଧିକା ଖରାପ ହୋଉଛି ।ଶିଫା ଅନ୍ତର୍ଜାତୀୟ ହସ୍ପିଟାଲରରେ ବୁଶ୍ରା ବିବିଙ୍କ ସ୍ଵାସ୍ଥ୍ୟ କରାଉଵା ପାଇଁ ମୁଖ୍ୟ ଚିକିତ୍ସା ଅଧିକାରୀ ଡ ଅସୀମ ୟୁସୁଫ ଶିଫା  ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ହସ୍ପିଟାଲରେ ଏହି ପରୀକ୍ଷା କରିବାକୁ ପିଟିଆଇ ନେତା ଅଭିଯୋଗ

ଆହୁରି ପଢନ୍ତୁ ବିଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: