Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଇଣ୍ଡିଆନ୍ ଆମ୍ବାସୀରେ ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

Banajyotshna Ray
Browse all articles by Banajyotshna Ray
·1 year ago
ଇଣ୍ଡିଆନ୍ ଆମ୍ବାସୀରେ ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ଅର୍ଗସ ବ୍ୟୁରୋ:  ଲଣ୍ଡନରେ ବି ଭାରତ ଗଣତନ୍ତ୍ର ମହାପର୍ବର ଧୁମ୍ । ଆଜି ଲଣ୍ଡନ ସ୍ଥିତ ଇଣ୍ଡିଆନ୍ ଆମ୍ବାସୀରେ ଭାରତର ୭୬ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଛି । ଲଣ୍ଡନରେ ରହୁଥିବା ଅନେକ ପ୍ରବାସୀ ଭାରତୀୟ ସମାରୋହରେ ଯୋଗ ଦେଇ ଦେଶର ଗଣତାନ୍ତ୍ରିକ ଭାବନାରେ ଉଦବୁଦ୍ଧ ହେବା ସହିତ ଦେଶପ୍ରେମର ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ୟୁକେରେ ଥିବା ଭାରତର ହାଇକମିଶନର୍ ଦୋରାଇ ରାମସ୍ବାମୀ ଗଣତନ୍ତ୍ର ଦିବସ ଉତ୍ସବକୁ ସମ୍ବୋଧନ କରିଥିଲେ..ଏବଂ ଲଣ୍ଡନରେ ଥିବା ଭାରତୀୟ ମାନଙ୍କୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ବାର୍ତ୍ତା ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India celebrates 76th Republic Day with grandeur at High Commission in London | Argus News