Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଟେକ୍ନୋଲୋଜି କ୍ଷେତ୍ରରେ ଆଗୋଉଛି ଭାରତ

Banajyotshna Ray
Browse all articles by Banajyotshna Ray
·1 year ago
ଟେକ୍ନୋଲୋଜି କ୍ଷେତ୍ରରେ ଆଗୋଉଛି  ଭାରତ

ଅର୍ଗସ ବ୍ୟୁରୋ:  ଟେକ୍ନୋଲୋଜି କ୍ଷେତ୍ରରେ ଆଗୋଉଛି ଭାରତ । ୱାର୍ଲଡ ଇକୋନୋମିକ୍ ଫୋରନମ୍ ରିପୋର୍ଟରୁ ପ୍ରକାଶ ପାଇଛି। ଚତୁର୍ଥ ଶିଳ୍ପ ବିପ୍ଳବ କେନ୍ଦ୍ର , ଭାରତ ବିଶ୍ୱ ଅର୍ଥନୈତିକ ମଞ୍ଚ ବାର୍ଷିକ ବୈଠକ 2025 ର ଉଦଘାଟନୀ ଦିନରେ ଏହାର 6 ବର୍ଷର ରିପୋର୍ଟ ଲଞ୍ଚ କରିଛି । ଭାରତ ଦୁନିଆର ସବୁଠାରୁ ଅଧିକ ବେଗରେ ବଢୁଥିବା ଅର୍ଥନୀତି ଏବଂ ଷ୍ଟାର୍ଟ ଅପ୍ ଡିଜିଟାଲ ଇନୋଭେସନ୍ ର ଗ୍ଲୋବାଲ୍ ହବ୍ ରେ ପରିଣତ ହୋଇଛି।


ଭାରତ ସହିତ ଏହାର ସହଭାଗୀତା 40 ବର୍ଷରୁ ଅଧିକ ପୁରୁଣା । ଗତ ଚାରି ଦଶନ୍ଧି ଧରି, ଏହି ସମ୍ପର୍କ ଏକ ଦୃଢ଼, ବହୁଳ ସ୍ତରରେ ବିକଶିତ ହୋଇଛି ବୋଲି ଡାଭୋସ୍ ରେ ଅନୁଷ୍ଟିତ ସମିଟରେ କହିଛି WEF ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India is at a pivotal point in its economic trajectory | Argus News