Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣକୁ ନେଇ ଭାରତର କଡ଼ା ଆପତ୍ତି

Ritu Das
Browse all articles by Ritu Das
·1 year ago
ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣକୁ ନେଇ ଭାରତର କଡ଼ା ଆପତ୍ତି

ଅର୍ଗସ ବ୍ୟୁରୋ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଭାରତ କଡ଼ା ଆପତ୍ତି ଜଣାଇଛି। ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାରତରସରକାର ବାଂଲାଦେଶକୁ କହିଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଣାଳୟର ପ୍ରବକ୍ତା ରଣଧୀର ଜୟସ୍ବାଲ କହିଛନ୍ତି। 

ସେ କହିଛନ୍ତି, ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରୋଶମୂଳକ ଆକ୍ରମଣ ହେବା ସହିତ ସେମାନଙ୍କ ସମ୍ପତ୍ତି ଲୁଟ୍ ହେଉଛି। ନିକଟରେ ବାଂଲାଦେଶର ଚଟଗାଓଁରେ ଏପରି ଘଟଣା ଘଟିଥିଲା। ଏହାକୁ ଭାରତ କଡ଼ା ନିନ୍ଦା କରିଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India strongly objects | Argus News