Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ମିସ୍ ଇଣ୍ଡିଆ ୟୁଏସଏ 2023 ଟାଇଟଲ୍ ଜିତିଲେ ମୂଳ ଭାରତୀୟ ଆମେରିକୀୟ ଛାତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago
ମିସ୍ ଇଣ୍ଡିଆ ୟୁଏସଏ 2023 ଟାଇଟଲ୍ ଜିତିଲେ ମୂଳ ଭାରତୀୟ ଆମେରିକୀୟ ଛାତ୍ରୀ

ଅର୍ଗସ ବ୍ୟୁରୋ:  ମିସ୍ ଇଣ୍ଡିଆ ୟୁଏସଏ 2023 ଟାଇଟଲ୍ ଜିତି ଏବେ ଚର୍ଚ୍ଚାରେ ଜଣେ ମୂଳ ଭାରତୀୟ ଆମେରିକୀୟ ଛାତ୍ରୀ । 25ଟି ରାଜ୍ୟରୁ ଅଂଶଗ୍ରହଣ କରିଥିବା 56 ଜଣ ପ୍ରାର୍ଥୀଙ୍କୁ ପରାସ୍ତ କରି ଏହି ମୁକୁଟ ହାତେଇଛନ୍ତି ରିଜୁଲ ମେନି । ଚଳିତ ବର୍ଷ ଏହା ୪୧ ତମ ପ୍ରତିଯୋଗୀତା ହୋଇଥିବା ବେଳେ ଏହା କେବଳ ଭାରତୀୟ ମୂଳ ଆମେରିକୀୟ ନାଗରିକଙ୍କ ପାଇଁ ରହିଛି । ତେବେ ଚଳିତ ବର୍ଷ ଏହି ଟାଇଟଲ ଜିତି ଚର୍ଚ୍ଚାରେ ରିଜୁଲ ମେନି । ସବୁ ମହଲରୁ ତାଙ୍କୁ ଏବେ ଶୁଭେଚ୍ଛାର ସୁଅ ଛୁଟୁଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian-American medical student from Michigan crowned Miss India USA 2023 | Argus News