Videos
|
International

ସୁନାମି ଆଲର୍ଟ ପରେ ପ୍ରବାସୀ ଭାରତୀୟଙ୍କ ପାଇଁ ସତର୍କତା ଜାରି କରିଛି ଭାରତୀୟ ମହାବାଣିଜ୍ୟ ଦୂତାବାସ

Ritu Das
Browse all articles by Ritu Das
·1 year ago·1 min read
ସୁନାମି ଆଲର୍ଟ ପରେ ପ୍ରବାସୀ ଭାରତୀୟଙ୍କ ପାଇଁ ସତର୍କତା ଜାରି କରିଛି ଭାରତୀୟ ମହାବାଣିଜ୍ୟ ଦୂତାବାସ

Key Points

ସୁନାମି ଆଲର୍ଟ ପରେ ପ୍ରବାସୀ ଭାରତୀୟଙ୍କ ପାଇଁ ସତର୍କତା ଜାରି କରିଛି

ସ୍ଥାନୀୟ ପ୍ରଶାସନର ସତର୍କତାକୁ ଅନୁପାଳନ କରିବାକୁ ପରାମର୍ଶ ଦିଆଯାଇଛି

ଯେଉଁ ସ୍ଥାନରେ ସୁନାମି ଆଲର୍ଟ ଥିବ, ସେଠାରୁ ଉଚ୍ଚସ୍ଥାନକୁ ପଳାଇଯିବାକୁ ପରାମର୍ଶ


ସୁନାମି ଆଲର୍ଟ ପରେ ପ୍ରବାସୀ ଭାରତୀୟଙ୍କ ପାଇଁ ସତର୍କତା ଜାରି କରିଛି ସାନଫ୍ଲାନସିସକୋରେ ଥିବା ଭାରତୀୟ ମହାବାଣିଜ୍ୟ ଦୂତାବାସ । ରୁଷ୍‌ରେ ସୁନାମି ଆଲର୍ଟ ପରେ ପ୍ରବାସୀ ଭାରତୀୟଙ୍କ ପାଇଁ ସତର୍କତା ଜାରି କରାଯାଇଛି । ସ୍ଥାନୀୟ ପ୍ରଶାସନର ସତର୍କତାକୁ ଅନୁପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଯେଉଁ ସ୍ଥାନରେ ସୁନାମି ଆଲର୍ଟ ଥିବ, ସେଠାରୁ ଉଚ୍ଚସ୍ଥାନକୁ ପଳାଇଯିବାକୁ ପରାମର୍ଶ ଦିଆଯାଇଛି ।


ଉପକୂଳ ଅଞ୍ଚଳ ଆଡ଼କୁ ନ ଯିବାକୁ ଭାରତୀୟ ମହା ବାଣିଜ୍ୟ ଦୂତାବାସ କହିଛି । ରୁଷ୍‌ରେ ଅବସ୍ଥାପିତ ଭାରତୀୟ ମହା ବାଣିଜ୍ୟ ଦୂତାବାସ ପକ୍ଷରୁ ହେଲ୍‌ପଲାଇନ୍ ନମ୍ବର ଜାରି ହୋଇଛି । ... ହେଲ୍‌ପଲାଇନ୍ ନମ୍ବର- +୧-୪୧୫-୪୮୩-୬୬୨୯ । ଇ-ମେଲ୍-enquiry.sf.@mea.gov.inରେ ଯୋଗାଯୋଗ ପାଇଁ ପରାମର୍ଶ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
indian-consulate-issues-warning-to-overseas-indians-after-tsunami-alert | Argus News