Student Killed / ପୁଣି ଜଣେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ, ରହିଛି କି ଇରାନର ଲିଙ୍କ ?
·6 months ago·2 min read

Key Points
ଗୁଳିମାଡ଼ରେ ଗଲା ଆଉ ଜଣେ ଭାରତୀୟ ଛାତ୍ରୀଙ୍କ ଜୀବନ
କିଏ ଏବଂ କାହିଁକି ମାରିଦେଲେ ?
କିଏ ଏବଂ କାହିଁକି ମାରିଦେଲେ ?
ପୁଣି ଜଣେ ଭାରତୀୟଙ୍କ ଜୀବନ ଗଲା। ଗୁଳିମାଡ଼ରେ ଚାଲିଗଲା ଭାରତୀୟ ଛାତ୍ରୀଙ୍କ ଜୀବନ। ଆମେରିକାରେ ଗୁଳିମାଡ଼ରେ ଗଲା ଆଉ ଜଣେ ଭାରତୀୟ ଛାତ୍ରୀଙ୍କ ଜୀବନ। ରବିବାର ଆମେରିକା ଟେକ୍ସାସ ଅଷ୍ଟିନର ଘଟିଛି ଏହି ଦୁଃଖଦ ଘଟଣା। ଓ୍ବେଷ୍ଟ ସିକ୍ସ ଷ୍ଟ୍ରିଟରେ ଘଟିଥିବା ଏହି ଗୁଳିକାଣ୍ଡରେ ଟେକ୍ସାସ ବିଶ୍ୱବିଦ୍ୟାଳୟର ୨୧ ବର୍ଷୀୟା ଭାରତୀୟ ବଂଶୋଦ୍ଭବ ଛାତ୍ରୀ ସବିତା ଶନମୁଗାସୁନ୍ଦରମଙ୍କ ସମେତ ତିନି ଜଣକ ମୃତ୍ୟୁ ହୋଇଥଲା। ତେଣୁ ଏହି ଆକ୍ରମଣ ପଛରେ ଇରାନ ଲିଙ୍କ୍ ଥାଇପାରେ।ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଫବିଆଇର ମିଳିତ ଆତଙ୍କବାଦ ଟାସ୍କ ଫୋର୍ସ ଏବଂ ଏହାର ଅନ୍ୟାନ୍ୟ ସ୍ୱତନ୍ତ୍ର ଦଳ ମଧ୍ୟ ତଦନ୍ତରେ ସାମିଲ ଅଛନ୍ତି।
ସେପଟେ ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ବନ୍ଧୁକଧାରୀଙ୍କ ଘର ତଲାସି ବେଳେ ଅଧିକାରୀଙ୍କୁ ଇରାନୀ ପତାକା ଏବଂ ଇରାନୀ ନେତାଙ୍କ ଫଟୋ ମିଳିଛି। ଗୁଳିକାଣ୍ଡ ସମୟରେ ଡାଏଗ୍ନ ସାମ୍ନାରେ "ପ୍ରପର୍ଟି ଅଫ୍ ଆଲ୍ଲାହ" ଲେଖାଥିବା ଏକ ସ୍ୱେଟସାର୍ଟ ଏବଂ ଇରାନୀ ପତାକା ଡିଜାଇନ୍ ଥିବା ଏକ ସାର୍ଟ ପିନ୍ଧିଥିଲେ। ଅବଶ୍ୟ ସନ୍ଦିଗ୍ଧ ବନ୍ଧୁକଧାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ଚାରିକୁ ବୃଦ୍ଧି ପାଇଛି। ଏଫବିଆଇ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ଭାବରେ ତଦନ୍ତ କରୁଛି ଏବଂ ଏହି ଗୁଳିକାଣ୍ଡ ଇରାନରେ ଚାଲିଥିବା ସଂଘର୍ଷ ସହିତ ଜଡ଼ିତ ଥିବା ନେଇ ଆଶଙ୍କା କରାଯାଉଛି।
ରହିଛି କି’ ଇରାନ ଲିଙ୍କ୍ ?
ସିବିଏସ୍ ନ୍ୟୁଜ୍ର ରିପୋର୍ଟ ଅନୁସାରେ, କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ଆକ୍ରମଣକାରୀଙ୍କୁ ନିହତ କରିଥିଲେ। ଆକ୍ରମଣକାରୀର ପରିଚୟ ସେନେଗାଲରେ ଜନ୍ମଗ୍ରହଣ କରିଥିବା ୫୩ ବର୍ଷୀୟ ନଡିଗା ଡାଏଗ୍ନେ ବୋଲି ଜଣାପଡ଼ିଛି। ଡାଏଗ୍ନେ ୨୦୦୦ ମସିହାରେ ଟୁରିଷ୍ଟ ଭିସାରେ ଆମେରିକାକୁ ଆସିଥିଲେ। ତା'ପରେ ସେ ୨୦୦୬ରେ ଜଣେ ଆମେରିକୀୟ ନାଗରିକଙ୍କ ସହ ବିବାହ କରି ଆଇନଗତ ଭାବରେ ସ୍ଥାୟୀ ବାସିନ୍ଦା ହୋଇଥିଲେ ଏବଂ ୨୦୧୩ ମସିହାରେ ଜଣେ ନାଗରିକ ହୋଇଥିଲେ। ତେବେ କେଉଁ କାରଣରୁ ସେ ଆକ୍ରମଣ କରିଥିଲା ? ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆତଙ୍କବାଦ ଲିଙ୍କ୍ ଦିଗରୁ ମଧ୍ୟ ତଦନ୍ତ କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ମ୍ୟାନେଜମେଣ୍ଟ ଇନଫର୍ମେସନ ସିଷ୍ଟମ ଏବଂ ଅର୍ଥନୀତିରେ ଦ୍ୱୈତ ଡିଗ୍ରୀ ପାଇଁ ପାଠ ପଢ଼ୁଥିବା ଶନମୁଗାସୁନ୍ଦରମ, ରବିବାର ଟେକ୍ସାସ ବିଶ୍ୱବିଦ୍ୟାଳୟ ନିକଟସ୍ଥ ଏକ ଲୋକପ୍ରିୟ ସ୍ଥାନ ବୁଫୋର୍ଡର ବାର୍ମ ବାହାରେ ଛିଡ଼ା ହୋଇଥିଲେ। ଏହି ସମୟରେ ସେଠାରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିଥିଲା। ଏଥିରେ ସବିତାଙ୍କ ସମେତ ତିନି ଜଣକ ଜୀବନ ଯାଇଥିଲା। ଦି ଟେକ୍ସାସ ଟ୍ରିବ୍ୟୁନ୍ର ରିପୋର୍ଟ ଅନୁସାରେ ଏହି ଗୁଳିମାଡ଼ରେ ଅତି କମରେ ୧୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories