Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧ ଆରମ୍ଭ, ତେଜିଲା ଇରାନ-ଇସ୍ରାଏଲ ଯୁଦ୍ଧ

International

ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧ ଆରମ୍ଭ, ତେଜିଲା ଇରାନ-ଇସ୍ରାଏଲ ଯୁଦ୍ଧ

Banajyotshna Ray
Browse all articles by Banajyotshna Ray
·2 years ago
ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧ ଆରମ୍ଭ, ତେଜିଲା ଇରାନ-ଇସ୍ରାଏଲ ଯୁଦ୍ଧ

ଅର୍ଗସ ବ୍ୟୁରୋ:  ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧ ଆରମ୍ଭ । ତେଜିଲା ଇରାନ-ଇସ୍ରାଏଲ ଯୁଦ୍ଧ ପରିସ୍ଥିତି । ଇସ୍ରାଏଲ ଉପରେ ଇରାନର ଆକ୍ରମଣ । ଏକ ସଙ୍ଗେ ଇରାନର ଡ୍ରୋନ ଓ ମିସାଇଲ ଆଟାକ ହୋଇଛି । ୨୦୦ରୁ ଅଧିକ ଡ୍ରୋନ ଓ ମିସାଇଲ ଆକ୍ରମଣ କରିଛି ଇରାନ୍ । ଇସ୍ରାଏଲ ସୀମାରେ ଇରାନର ସିଧା ଆକ୍ରମଣ ହୋଇଛି । ସମସ୍ତ ପ୍ରକାର ବିମାନ ଚଳାଚଳ ବନ୍ଦ କରିଛି ଇସ୍ରାଏଲ । ଏଭଳି ପରିସ୍ଥିତିରେ ୱାର କ୍ୟାବିନେଟ ଡାକିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଇସ୍ରାଏଲ ଉପରେ ଇରାନର ୨୦୦ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Iran launched its first direct attack on Israeli territory by launching explosive drones and missiles, escalating tensions and raising the specter of a wider regional conflict | Argus News