ଗାଜା ଉପରେ ଏଆର ଷ୍ଟ୍ରାଇକ୍, ୧୪ ମୃତ
·1 year ago

Key Points
ପୁଣି ଇସ୍ରାଏଲର ଗାଜା ଉପରେ ଏଆର ଷ୍ଟ୍ରାଇକ୍
ଆକ୍ରମଣରେ ୨ ଶିଶୁଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ
ପୁଣି ଇସ୍ରାଏଲର ଗାଜା ଉପରେ ଏଆର ଷ୍ଟ୍ରାଇକ୍ । ଏହି ଆକ୍ରମଣରେ ୨ ଶିଶୁଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ସାରା ରାତି ଗାଜା ଷ୍ଟ୍ରିପରେ ଇସ୍ରାଏଲ ଆକ୍ରମଣ ଜାରି ରହିଥିଲା । ହମାସ ଯୁଦ୍ଧ ବିରାମ ଉଲ୍ଲଂଘନ କରିଥିବାରୁ ବାଧ୍ୟ ହୋାଇ ଇସ୍ରାଏଲ କୁ ଆକ୍ରମଣ କରିବାକୁ ପଡିଛି ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନାହୁ। ତେବେ ଏହା ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି ଜାରିସଂଘ ତରଫରୁ ଅସନ୍ତାଷ ବ୍ୟକ୍ତ କରାଯାଇଛି.।
ଇସ୍ରାଏଲର ଆହୁରି ୫୮ ଜଣ ବନ୍ଦକଙ୍କୁ ଏବେ ଯାଏ ହମାସ ଫେରାଇ ନଥିବାର ଇସ୍ରାଏଲ୍ ଅଭିଯେୋଗ କ ଗତ ସପ୍ତାହରେ, ଇସ୍ରାଏଲ ଗାଜାକୁ ଖାଦ୍ୟ, ରାସନ ଏବଂ ଅନ୍ୟାନ୍ୟ ଚିକିତ୍ସା ସହାୟତା ଯୋଗାଣକୁ ମଧ୍ୟ ବନ୍ଦ କରିଦେଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: