Blue Sparrow / ଖାମେନେଇଙ୍କୁ ମାରିଥିଲା ଏହି ମିସାଇଲ୍, ଇସ୍ରାଏଲ କରିଥିଲା ଏମିତି ପ୍ଲାନ ?
·6 months ago·2 min read

Key Points
ଖାମେନେଇଙ୍କୁ ମାରିବା ପାଇଁ ଇସ୍ରାଏଲ କରିଥିଲା ଏମିତି ପ୍ଲାନ
ପକାଇଥିଲା ସବୁଠୁ ଘାତକ ମିସାଇଲ
ପକାଇଥିଲା ସବୁଠୁ ଘାତକ ମିସାଇଲ
ଖାମେନେଇଙ୍କ ମୃତ୍ୟୁ ପରେ ସତ ଆସିଲା ସାମ୍ନାକୁ। ଏମିତି ହୋଇଥିଲା ଖାମେନେଇଙ୍କ ମୃତ୍ୟୁ। ଇଏ ମାରିଥିଲା ଖାମେନେଇଙ୍କୁ। ଆମେରିକା ଏବଂ ଇସ୍ରାଏଲ ଗତ ଫେବ୍ରୁଆରୀ ୨୮ରେ ଇରାନ ଉପରେ ସବୁଠୁ ବଡ଼ ଆକ୍ରମଣ କରିଥିଲେ।ରିପୋର୍ଟ ଅନୁସାରେ ଏହି ଆକ୍ରମଣରେ ଇସ୍ରାଏଲ ଏହାର ସବୁଠୁ ଘାତକ ‘ବ୍ଲୁ ସ୍ପାରୋ ମିସାଇଲ’ର ବ୍ୟବହାର କରିଥିଲା। ତେବେ ଏହି ଆକ୍ରମଣକୁ ନେଇ ବଡ଼ ଖୁଲାସା ହୋଇଛି। ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ଘଟିଥିଲା। ଖାମେନେଇଙ୍କ ସହ ଏହି ଅପରେସନରେ ଇରାନର ଅନେକ ବରିଷ୍ଠ ନେତାଙ୍କ ମୃତ୍ୟୁ ହେବା ସହ, ଇରାନର ଅନେକ ରଣନୈତିକ ଠିକଣାକୁ ମଧ୍ୟ ଟାର୍ଗେଟ କରିଥିଲା।
ପ୍ରତିରକ୍ଷା ବିଶ୍ଲେଷକଙ୍କ ମତରେ, ବ୍ଲୁ ସ୍ପାରୋ ମିସାଇଲ ସିଷ୍ଟମର ଭିନ୍ନ ଭିନ୍ନ ଭର୍ଜନକୁ ଏଭଳି ଭାବରେ ବିକଶିତ କରାଯାଇଛି ଯେ, ଲଢ଼ୁଆ ବିମାନ ଏହାକୁ ଦୂରରୁ ବାଲିଷ୍ଟିକ ଷ୍ଟାଇଲର ହତିଆର ଲଞ୍ଚ କରିପାରିବ। ଯାହଦ୍ବାରା ବିମାନ ଶତ୍ରୁର ଏୟାର ଡିଫେନ୍ସ ରେଞ୍ଜ୍ଠାରୁ ବାହାରେ ରହିବି ସଠିକ ଆକ୍ରମଣ କରିପାରିବ। ଆଉ ପୁଣି ବ୍ଲୁ ସ୍ପାରୋ ମିଶାଇଲ ଏୟାର ଡିଫେନ୍ସକୁ ମଧ୍ୟ ଚକମା ଦେଇପାରିବ। ଏହି କାରଣରୁ ଏହାକୁ ‘ମିସାଇଲ ଫ୍ରମ୍ ସ୍ପେଶ’ର ନାଁ ମଧ୍ୟ ଦିଆଯାଇଛି। ଇସ୍ରାଏଲ ତେହରାନରେ ସେନା ନେତୃତ୍ବର ଗୁରୁତ୍ବପୂର୍ଣ୍ଣ ବୈଠକ ସମୟରେ ଏହି ମିସାଇଲ ମାଡ଼ କରିଥିଲା ।
ବ୍ଲୁ ସ୍ପାରୋ ମିସାଇଲକୁ ଇସ୍ରାଏଲ ହିଁ ପ୍ରସ୍ତୁତ କରିଛି। ଏହା ଏକ ଅତ୍ୟାଧୁନିକ ଏୟାର ଲଞ୍ଚ୍ ବାଲିଷ୍ଟିକ ମିସାଇଲ। ଦ ଟେଲିଗ୍ରାଫର ଏକ ରିପୋର୍ଟ ଅନୁସାରେ, ଏହି ମିସାଇଲର ଟାର୍ଗେଟ ରେଞ୍ଜ୍ ପ୍ରାୟ ୧୨୪୦ ମାଇଲ ବା ୨୦୦୦ କିଲୋମିଟର। ମିସାଇଲର ଲମ୍ବ ପ୍ରାୟ ୬.୫ ମିଟର। ଆଉ ଏହାର ଓଜନ ପ୍ରାୟ ୧.୯ ଟନ୍। ରିପୋର୍ଟ ଅନୁସାରେ, ଏହି ମିସାଇଲ ପ୍ରଥମେ ପୃଥିବୀ ବାୟୁମଣ୍ଡଳର ଅତି ନିକଟକୁ ଯାଇଥାଏ। ଆଉ ସେଠାରୁ ଖୁବ୍ ଦ୍ରୁତ ଗତିରେ ନିଜ ଲକ୍ଷ୍ୟ ଆଡ଼କୁ ଫେରିଥାଏ। ଫଳରେ ଏହାକୁ ରୋକିବା ବେଶ୍ ମୁସ୍କିଲ ହୋଇଥାଏ ବୋଲି କୁହାଯାଏ।
ଏଥିସହ ପଢ଼ନ୍ତୁ: ଡାକ୍ତରରୁ ପ୍ରଶାସନିକ ସେବା ଅଧିକାରୀ, ତୃତୀୟ ଆଟେମ୍ଟରେ UPSC ଟପ୍ପର କେମିତି ହେଲେ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଖାମେନିଙ୍କ ମୃତ୍ୟୁର ପାଞ୍ଚ ଦିନ ପରେ ଶୋକ ପ୍ରକାଶ କଲା ଭାରତ । ଏବେ ସମସ୍ତେ ଜାଣିଲେ ଯେ, ଖାମେନିଙ୍କ ମୃତ୍ୟୁ କନଫର୍ମ। ଆଉ ଏବେ ଇରାନରେ ସର୍ବୋଚ୍ଚ ନେତା ଖାମେନିଙ୍କ ମୃତ୍ୟୁକୁ ୫ ଦିନ ବିତିଥିବା ବେଳେ, ଭାରତ ସରକାର ଶୋକ ପ୍ରକାଶ କରିଛନ୍ତି । ଶନିବାର ରାତିରେ (ଭାରତୀୟ ସମୟ) ଏକ ପୋଷ୍ଟରେ ସେ କହିଥିଲେ ଯେ, ଖାମେନିଙ୍କ ମୃତ୍ୟୁ ଇରାନର ଲୋକଙ୍କ ପାଇଁ ଦେଶର ନିୟନ୍ତ୍ରଣ ଫେରି ପାଇବାର ଏକ ବଡ଼ ସୁଯୋଗ। ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ, ଖାମେନି ଇତିହାସର ସବୁଠାରୁ ଖରାପ ଲୋକଙ୍କ ମଧ୍ୟରୁ ଜଣେ ଏବଂ ତାଙ୍କ ମୃତ୍ୟୁ ନ୍ୟାୟ ପରି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories