Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ବଡ଼ଧରଣର ବିମାନ ଦୁର୍ଘଟଣା,୨୩ ମୃତ

Smruti Parija
Browse all articles by Smruti Parija
·1 year ago
ବଡ଼ଧରଣର ବିମାନ ଦୁର୍ଘଟଣା,୨୩ ମୃତ

Key Points

ଦକ୍ଷିଣ କୋରିଆରେ ବଡ଼ଧରଣର ବିମାନ ଦୁର୍ଘଟଣା ।

ଅର୍ଗସ ବ୍ୟୁରୋ: ଦକ୍ଷିଣ କୋରିଆରେ ବଡ଼ଧରଣର ବିମାନ ଦୁର୍ଘଟଣା । ଦୁର୍ଘଟଣାରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ବିମାନରେ ୧୭୫ ଜଣ ଯାତ୍ରୀଙ୍କ ସହ ୬ କ୍ରିଉ ମେମ୍ବର ଥିଲେ । ଥାଇଲ୍ୟାଣ୍ଡରୁ ଦକ୍ଷିଣ କୋରିଆ ଫେରୁଥିଲା ଜେଜୁ ଏୟାର ବିମାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Major plane crash in South Korea | Argus News