Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ବିରାଟ ପ୍ରତିବାଦ

International

ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ବିରାଟ ପ୍ରତିବାଦ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ବିରାଟ ପ୍ରତିବାଦ

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବିରୋଧରେ ପ୍ରତିବାଦ ଜୋର ଧରୁଛି । ସାରା ଦେଶରେ ବିକ୍ଷୋଭକାରୀମାନେ ଏକାଠି ହୋଇଛନ୍ତି । ୫୦ଟି ସ୍ଥାନରେ ୪ଶହ ରାଲିର ଆୟୋଜନ କରାଯାଉଛି । ଟ୍ରମ୍ପଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଜୋରଦାର ପ୍ରତିବାଦ ହେଉଛି । ଜାନୁଆରୀ ୨୦ରେ ଡୋନାଲଡ୍ ଟ୍ରମ୍ପ ରାଷ୍ଟ୍ରପତି ଦାୟିତ୍ବ ନେବା ପରଠାରୁ ତାଙ୍କ ବିରୋଧରେ ଏହା ଚତୁର୍ଥ ବଡ ବିକ୍ଷୋଭ ।


ଏପରି ବିକ୍ଷୋଭକୁ ନେଇ ଜଣେ ବିକ୍ଷୋଭ ପ୍ରଦର୍ଶନକାରୀ କହିଛନ୍ତି, "ଆମେ ଆମ ଦେଶ ହରାଇବାକୁ ଯାଉଛୁ" । ରାଷ୍ଟ୍ରପତି ଟ୍ରମ୍ପଙ୍କର ନାଗରିକ ସ୍ଵତନ୍ତ୍ରତା ଏବଂ କାନୁନ ଶାସନକୁ ନେଇ ଏପରି ଆରୋପ ଲଗାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Massive protest against US President | Argus News