Videos
|
International

ଟ୍ରମ୍ପଙ୍କ ଟାରିଫ ବୃଦ୍ଧି ଧମକକୁ ନେଇ ଜବାବ ଦେଇଛି ବୈଦେଶିକ ମନ୍ତ୍ରଣାଳୟ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଟ୍ରମ୍ପଙ୍କ ଟାରିଫ ବୃଦ୍ଧି ଧମକକୁ ନେଇ ଜବାବ ଦେଇଛି ବୈଦେଶିକ ମନ୍ତ୍ରଣାଳୟ

Key Points

ଭାରତ ଉପରେ ଅଧିକ ଶୁଳ୍କ ଲଗାଇବାକୁ ଟ୍ରୁଥ୍ ସୋସିଆଲ ମିଡିଆରେ ଧମକ ଦେଇଥିଲେ ଟ୍ରମ୍ପ। ଭାରତ ରୁଷିଆରୁ ଅଶୋଧିତ ତୈଳ ଆମଦାନୀ କରି ପରୋକ୍ଷରେ ୟୁକ୍ରେନ ସହିତ ଯୁଦ୍ଧ କରିବାକୁ ରୁଷିଆକୁ ଶକ୍ତି ଯୋଗାଉଥିବା କହିଛନ୍ତି ଟ୍ରମ୍ପ।

ଟ୍ରମ୍ପଙ୍କ ଟାରିଫ ବୃଦ୍ଧି ଧମକକୁ ନେଇ ଜବାବ ଦେଇଛି ବୈଦେଶିକ ମନ୍ତ୍ରଣାଳୟ। ଜାତୀୟ ସ୍ବାର୍ଥ ଓ ଅର୍ଥନୈତିକ ସୁରକ୍ଷାକୁ ଗୁରୁତ୍ବ ଦେଇ ଭାରତ ବାଣିଜ୍ୟ କାରବାର ଜାରି ରଖିବ ବୋଲି ସ୍ଫଷ୍ଟ କରିଛି ବୈଦେଶିକ ମନ୍ତ୍ରଣାଳୟ । ଭାରତ ଉପରେ ଅଧିକ ଶୁଳ୍କ ଲଗାଇବାକୁ ଟ୍ରୁଥ୍ ସୋସିଆଲ ମିଡିଆରେ ଧମକ ଦେଇଥିଲେ ଟ୍ରମ୍ପ। ଭାରତ ରୁଷିଆରୁ ଅଶୋଧିତ ତୈଳ ଆମଦାନୀ କରି ପରୋକ୍ଷରେ ୟୁକ୍ରେନ ସହିତ ଯୁଦ୍ଧ କରିବାକୁ ରୁଷିଆକୁ ଶକ୍ତି ଯୋଗାଉଥିବା କହିଛନ୍ତି ଟ୍ରମ୍ପ।


ୟୁକ୍ରେନ ସ୍ଥିତିକୁ ନେଇ ଭାରତ ଚିନ୍ତା କରିବା ଆବଶ୍ୟକ। ଭାରତ-ରୁଷିଆରୁ ତୈଳ ଆମଦାନୀ ବନ୍ଦ ନ କଲେ ଭାରତ ଉପରେ ଅଧିକ ଟାରିଫ ଲଗାଯିବ ବୋଲି ଧମକ ଦେଇଛନ୍ତି ଟ୍ରମ୍ପ। ଆସନ୍ତା 7 ତାରିଖରୁ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ ହେବାକୁ ଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ministry of External Affairs strong responds to Trump's threat of tariff hike | Argus News