Videos
|
International

ପାଭୋ ନର୍ମିରେ ସ୍ବର୍ଣ୍ଣ ପଦକ ହାସଲ କଲେ ନିରଜ

Smruti Parija
Browse all articles by Smruti Parija
·2 years ago
ପାଭୋ ନର୍ମିରେ ସ୍ବର୍ଣ୍ଣ ପଦକ ହାସଲ କଲେ ନିରଜ

ଅର୍ଗସ ବ୍ୟୁରୋ: ପ୍ୟାରିସ୍ ଅଲିମ୍ପିକ୍ ପୂର୍ବରୁ ଦମଦାର ଫର୍ମରେ ନିରଜ ଚୋପ୍ରା । ପାଭୋ ନର୍ମିରେ ନୀରଜ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଅଲିମ୍ପିକ୍ ତଥା ବିଶ୍ବ ବିଜେତା ଭାରତୀୟ ଜାଭ୍‌ଲିନ୍‌ ତାରକା ନୀରଜ ଚୋପ୍ରା ଚମତ୍କାର ଢ଼ଙ୍ଗରେ ପ୍ରତିଯୋଗିତାକୁ ଫେରିଛନ୍ତି। ଫିନଲ୍ୟାଣ୍ଡ୍‌ର ଟୁର୍କୁରେ ମଙ୍ଗଳବାର ଖେଳାଯାଇଥିବା ପାଭୋ ନୁର୍ମି କ୍ରୀଡ଼ାରେ ନୀରଜ ସ୍ବର୍ଣ୍ଣ ପଦକ ଜିତି ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ନିଜ ଆତ୍ମବିଶ୍ବାସ ବଢ଼ାଇଛନ୍ତି। ୨୬ ବର୍ଷୀୟ ନୀରଜ ଏକ ମାତ୍ର ଭାରତୀୟ ଭାବେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ତୃତୀୟ ପ୍ରୟାସରେ ୮୫.୯୭ ମିଟର୍ ଜାଭେଲିନ ଥ୍ରୋ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ ନୀରଜ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Niraj-chopra wins gold medal in Paavo Normani | Argus News