Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଯୁଦ୍ଧ ବିରାମ ନେଇ ଏଯାଏଁ କୌଣସି ବୁଝାମଣା ହୋଇନାହିଁ - ଇରାନ

Rashmita Mishra
Browse all articles by Rashmita Mishra
·1 year ago·1 min read
ଯୁଦ୍ଧ ବିରାମ ନେଇ ଏଯାଏଁ କୌଣସି ବୁଝାମଣା ହୋଇନାହିଁ - ଇରାନ

Key Points

ଇସ୍ରାଏଲ୍-ଇରାନ ଯୁଦ୍ଧକୁ ନେଇ ବଡ଼ ଖବର
ଯୁଦ୍ଧ ବିରାମ ନେଇ ଏଯାଏଁ କୌଣସି ବୁଝାମଣା ହୋଇନାହିଁ - ଇରାନ
ଯୁଦ୍ଧ ବିରାମ ନେଇ ଇରାନର ବିଦେଶ ମନ୍ତ୍ରୀଙ୍କ ବୟାନ
ଇରାନ ଉପରେ ଆକ୍ରମଣ ବନ୍ଦ କରୁ ଇସ୍ରାଏଲ - ଇରାନ
ଆମର ସାମରିକ ଅଭିଯାନ ନେଇ ନିଷ୍ପତ୍ତି ପରେ ହେବ - ଇରାନ

ଇସ୍ରାଏଲ୍-ଇରାନ ଯୁଦ୍ଧକୁ ନେଇ ବଡ଼ ଖବର। ଯୁଦ୍ଧ ବିରାମ ନେଇ ଏଯାଏଁ କୌଣସି ବୁଝାମଣା ହୋଇନାହିଁ - ଇରାନ ଯୁଦ୍ଧ ବିରାମ ନେଇ ଇରାନର ବିଦେଶ ମନ୍ତ୍ରୀ ଆରାଘଚୀଙ୍କ ବୟାନ । ଇରାନ ଉପରେ ଆକ୍ରମଣ ବନ୍ଦ କରୁ ଇସ୍ରାଏଲ - ଇରାନ । ଆମର ସାମରିକ ଅଭିଯାନ ନେଇ ନିଷ୍ପତ୍ତି ପରେ ହେବ - ଇରାନ । ଇରାନର ବିଦେଶ ମନ୍ତ୍ରୀ ଆବାସ ଆରାଘଚୀଙ୍କ ବଡ଼ ବୟାନ । ଇସ୍ରାଏଲ ବିରୋଧରେ ଭୋର 4ଟା ଯାଏଁ ଚାଲିଲା ଅପରେସନ। ଇରାନ ସେନା ଶେଷ ମୁହୂର୍ତ୍ତ ଯାଏଁ ଜବାବ ଦେଲା - ଆରାଘଚୀ । ଇସ୍ରାଏଲ୍ ଆକ୍ରମଣର କଡ଼ା ଜବାବ ଦିଆଗଲା - ଇରାନ ବିଦେଶ ମନ୍ତ୍ରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
no-agreement-has-been-reached-on-ceasefire-yet-iran | Argus News