Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଯୁଆଡେ ଗଲେ ନାଁ ପକେଇଲେ, କୌଣସି ଦେଶ ତାଙ୍କୁ ଏଣ୍ଟ୍ରି ଦେବାକୁ ବି ନାରାଜ ! ଜାଣନ୍ତୁ ସବୁଠୁ ବଡ କାରଣ ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଯୁଆଡେ ଗଲେ ନାଁ ପକେଇଲେ, କୌଣସି ଦେଶ ତାଙ୍କୁ ଏଣ୍ଟ୍ରି ଦେବାକୁ ବି ନାରାଜ ! ଜାଣନ୍ତୁ ସବୁଠୁ ବଡ କାରଣ ?

Key Points

ପାକିସ୍ତାନର ଲୋକେ ବିଶ୍ୱର କୋଣ ଅନୁକୋଣକୁ ଯାଇ ଅରାଜକତା କରିବାକୁ ଚେଷ୍ଟା କରୁଛନ୍ତି ।

ଆପଣା ହସ୍ତେ ଜିହ୍ୱା ଛେଦୀ କେ ଅଛି ତା’ର ପ୍ରତିବାଦୀ । ଚାରିଆଡ଼େ ପାକିସ୍ତାନର ଥୁ ଥୁ ହେଉଛି । ଆତଙ୍କର ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ତଥା ପାକିସ୍ତାନ ଲୋକଙ୍କ ପ୍ରତି ସାରା ବିଶ୍ୱର ମନୋଭାବ ଭଲନାହିଁ । ଗୋଟିଏ ପଟେ ପାକିସ୍ତାନୀ ଲୋକେ ଦେଶ ଛାଡ଼ି ଯିବା ପାଇଁ ଲାଇନ ଲଗାଇଥିବା ବେଳେ ଅନ୍ୟ ଦେଶର ଲୋକେ କିନ୍ତୁ ସେମାନଙ୍କୁ ନିଜ ଦେଶରୁ ବିତାଡ଼ିତ କରିବା ପାଇଁ ଯୋଜନା କରୁଛନ୍ତି । ତେବେ ଆସନ୍ତୁ ଜାଣିବା ବିଶେଷ କରି ପାକ୍ ମୁସଲମାନଙ୍କ ପ୍ରତି କାହିଁକି ଏପରି ତିକ୍ତ ଭାବ ପୋଷଣ କରୁଛନ୍ତି ଅନ୍ୟ ଦେଶର ଲୋକେ ? ଏହା ପଛରେ କେଉଁ ଗୁଢ଼ ରହସ୍ୟ ରହିଛି ? ଆସନ୍ତୁ ଜାଣିବା...


ବାସ୍ତବ କଥା ହେଉଛି ପାକିସ୍ତାନୀ ମୁସଲମାନେ ତାଙ୍କ ବଡ଼କୁହା ଗୁଣ ପାଇଁ ଚାରିଆଡ଼େ ନିଜର ହିଁ ବଦନାମ କରନ୍ତି । ଏପରି କୌଣସି କାମ ନାହିଁ ଯାହା, ସେମାନେ କରିପାରିବେ ନାହିଁ ବୋଲି ଦାବି କରନ୍ତି । କିନ୍ତୁ କାମ ବେଳକୁ ତାଙ୍କର ଅସଲ ଜ୍ଞାନ ଧରାପଡ଼ିଯାଏ । ପୂର୍ବରୁ ବ୍ରିଟେନ ଓ ଆମେରିକାରେ ପାକିସ୍ତାନୀଙ୍କୁ ଦେଶରୁ ବାହାର କରିବା ଅଭିଯାନ ପଛରେ ଡୋନାଲ୍ଡ ଟ୍ରମ୍ପଙ୍କ ହାତ ଥିଲା ବୋଲି କୁହାଯାଏ । ନିଜେ ପାକିସ୍ତାନୀ ଏକଥା ସ୍ୱୀକାର କରିସାରିଛନ୍ତି ।


ପାକିସ୍ତାନର ଲୋକେ ବିଶ୍ୱର କୋଣ ଅନୁକୋଣକୁ ଯାଇ ଅରାଜକତା କରିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟ ଦେଶକୁ ଯାଇ ଏପରି କାରନାମା କରୁଛନ୍ତି, ଯାହା ସେ ଦେଶର ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟୁଛି । ଏଥିପାଇଁ ସାରା ବିଶ୍ୱର ମୁସଲିମ ସଂମ୍ପ୍ରଦାୟ ବଦନାମ ହେଉଛନ୍ତି । ପ୍ରଥମେ ପାକ୍ ମୁସଲମାନମାନେ କୌଣସି ଦେଶକୁ ଯାଇ ବସ୍ତି ବନାଇ ରୁହନ୍ତି, ତା’ପରେ ସ୍ଥାନୀୟ ଲୋକଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇ ଥାଆନ୍ତି, ଏଥିପାଇଁ ପୂରା ୟୁରୋପ ଏବେ ଚିନ୍ତାରେ ପଡ଼ିଛି ।


ୟୁରୋପ ହେଉ କି ଗଲ୍ଫ ଦେଶ, ସବୁ ଦେଶର ରାଷ୍ଟ୍ରମୁଖ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପୂର୍ବରୁ କଡ଼ା ଚେତାବନୀ ମଧ୍ୟ ଶୁଣାଇଛନ୍ତି । ପକେଟମାର, ରେପିଷ୍ଟ, ସ୍ମଗଲର, ଆତଙ୍କୀ ଓ ଭିକାରୀଙ୍କୁ ଦେଶକୁ ନପଠାଇବାକୁ ସିଧାସଳଖ କହିସାରିଛନ୍ତି । ମୁସଲମାନମାନେ ବିଶେଷ କରି ବ୍ରିଟେନରେ ସ୍ଥାନୀୟ ନାବାଳିକାଙ୍କୁ ଫସାଇ ଦୁଷ୍କର୍ମ କରିବା ଭଳି ଅନେକ ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣା ପରେ ଅତ୍ୟନ୍ତ ଉତକ୍ଷିପ୍ତ ହୋଇଥିଲେ ଇଂରେଜ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜୋରଜବରଦସ୍ତି ଧର୍ମ ପରିବର୍ତ୍ତନ ଓ ଦୁଷ୍କର୍ମ ପାଇଁ ବଦନାମ ହୋଇଥିବା ପାକ୍ ମୁସଲମାନଙ୍କୁ ଭିନ୍ନ ଭିନ୍ନ ଦେଶରୁ ବାହାର କରିଦିଆଯାଉଛି । ପ୍ରକୃତ କଥା ହେଲା ଏପରି କୌଣସି ଅପରାଧ ନାହିଁ, ଯେଉଁଥିରେ ପାକିସ୍ତାନୀ ସଂଶ୍ଳିଷ୍ଟ ନାହାନ୍ତି ।


ସମସ୍ତ ଗଲ୍ଫ ଦେଶ ଅର୍ଥାତ ମୁସଲମାନ ଦେଶ ଗୁଡ଼ିକ ମଧ୍ୟ ପାକିସ୍ତାନୀ ଶ୍ରମିକଙ୍କୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି । ଦେଶରେ ହେଉଥିବା ୫୦ ପ୍ରତିଶତ ଅପରାଧ ପଛରେ ମୁସଲମାନଙ୍କ ହାତ ରହୁଛି । ୫୦ ପ୍ରତିଶତ ପାକିସ୍ତାନୀ, ଦେଶରେ ଅପରାଧ ଘଟାଇବା ସହ ନିୟମ ଅନୁସରଣ କରୁନାହାଁନ୍ତି ।


ପାକିସ୍ତାନୀଙ୍କ ଏଭଳି ପ୍ରକୃତି ସାରା ବିଶ୍ଵ ଜାଣିସାରିଲାଣି । ହେଲେ ବି ସେମାନେ ସୁଧୁରିବାର ନାଁ ନେଉ ନାହାନ୍ତି । ସେଥିପାଇଁ ସାରା ବିଶ୍ୱର ଲୋକେ ସେମାନଙ୍କୁ ଘୃଣା ଚକ୍ଷୁରେ ଦେଖୁଛନ୍ତି ।

Sponsored