Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତରେ ଡିଜିଟାଲ କାରବାରର ପରିମାଣ ଦ୍ରୁତ ଗତିରେ ଵଢିଵାରେ ଲାଗିଛି

International

ଭାରତରେ ଡିଜିଟାଲ କାରବାରର ପରିମାଣ ଦ୍ରୁତ ଗତିରେ ଵଢିଵାରେ ଲାଗିଛି

Rashmita Mishra
Browse all articles by Rashmita Mishra
·2 years ago·1 min read
ଭାରତରେ ଡିଜିଟାଲ କାରବାରର ପରିମାଣ ଦ୍ରୁତ ଗତିରେ ଵଢିଵାରେ ଲାଗିଛି

ଅର୍ଗସ ବ୍ୟୁରୋ: ଆପଣ ଵହୁତ ପ୍ରକାରର ନିୟମ ଦେଖିଥିଵେ ଅଉ ପାଳନ ମଧ୍ୟ କରୁଥିଵେ କିନ୍ତୁ ଏଵେ ଚେନ୍ନାଇର ଅଟୋ ଡ୍ରାଇଭରର ନିୟମ ଭାଇରାଲ୍ ହୋଉଛି ତାହାଵି ଟିକେ ଭିନ୍ନ । ଆଜିକାଲି ସମସ୍ତଙ୍କ ହାତରେ ସ୍ମାଟ୍ ଫୋନ । ମୋବାଇଲ୍ ୟୁପିଆଇ  ମାଧ୍ୟମରେ ତୁରନ୍ତ ଟଙ୍କା ସ୍ଥାନାନ୍ତର କରାଯାଇପାରୁଛି । ଦେଶର ଦ୍ରୁତଗତିରେ ଟଙ୍କା ସ୍ଥାନାନ୍ତର ହୋଇପାରୁଥିଵା ମାଧ୍ୟମ  ପାଲଟିଛି ଫୋନ ।

ଏହାର ଶୁଭାରମ୍ଭ ପରଠାରୁ ଭାରତରେ ଡିଜିଟାଲ କାରବାରର ପରିମାଣ ଦ୍ରୁତ ଗତିରେ ଵଢିଵାରେ ଲାଗିଛି । ଅନେକ ଲୋକ ନଗଦ ଟଙ୍କା ପାଖରେ ରଖୁ ନାହାନ୍ତି ଡିଜିଟାଲ୍ ଦେୟ ଉପରେ ନିର୍ଭର କରନ୍ତି ଯଦିଓ ଅନେକ ଲେକ ଏହି ସୁବିଧାକୁ ଆପଣେଇଛନ୍ତି । ଅନ୍ୟ କେତେକ  ଅଟୋ ଡ୍ରାଇଭର ଏବଂ ଦୋକାନି ମାନେ ଏହାକୁ ଵ୍ୟଵହାର କରିନାହାନ୍ତି ।  କିଛିଦିନ ତଳେ ଚେନ୍ନାଇରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ଏକ ଫୋଟ ସେୟାର କରିଛନ୍ତି ।ଯାହା ସୋସିଆଲ ମିଡିଆରେ ଏଵେ ଭାଇରାଲ  ହେଵାରେ ଲାଗିଛି । ଯେଉଁଥିରେ ଏକ ବାର୍ତ୍ତା ଲେଖାଯାଇଥିଲା 'ଜିପେ ଉପଲବ୍ଧ ନାହିଁ  ଏଟିମ୍ ର ଵ୍ୟଵହାର ଵନ୍ଦ କରନାହିଁ'। 

ସେ କହିଛନ୍ତି ଯେ ସେ ଏକ ଆପ୍ ମାଧ୍ୟମରେ ରାଇଡ୍ ବୁକ୍ କରିଛନ୍ତି ଏବଂ ଡ୍ରାଇଭର ୟୁପିଆଇ 
ମାଧ୍ୟମରେ ଦେୟ ନେବେ ବୋଲି ସେ ଜାଣି ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପିକଅପ୍ ସ୍ଥାନକୁ ଆସିବା ପୂର୍ବରୁ ଡ୍ରାଇଭର ତାଙ୍କୁ ଏ ବିଷୟରେ କିଛି କହି ନଥିଲେ। ପତବର୍ତ୍ତି ସମୟରେ ସେ ସଵୁ ଜାଣିଵାକୁ ପାଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
no stop for atm chennai auto drivers rules goes viral internet | Argus News